॥ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥
୭) ମଣିଷ ଖେଳନା ଈଶ୍ୱରଂକ ଅଗଣା ରେ
ଯେମିତି ନଚାନ୍ତି ସେମିତି ନାଚେ
ଈଶ୍ୱରଂକ ଆୟତ୍ତ ରେ ମଣିଷ ଜୀବନ
କ୍ରମଶଃ ଜୀବନ ଫଳ ଟି ପାଚେ ।
୮) ମାଟି ର ଏ ଦେହ
ମାଟି ରେ ହୋଇବ ଲୀନ
ବେଳ ଥାଉ ଥାଉ
ଅନ୍ୟ ହିତେ ଦିଅ ଧ୍ୟାନ ।
__________
କୋଲନରା, ରାୟଗଡ଼ା ଜିଲ୍ଲା