ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି କାହ୍ନୁ ଧଙ୍ଗଡାମାଝୀଙ୍କ ପରଲୋକ ବିଭିନ୍ନ ମହଲରେ ଶୋକ

ନର୍ଲା: (ମ.ପ୍ର)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠ ର ପୂର୍ବତନ ଟ୍ରଷ୍ଟି କାହ୍ନୁ ଚରଣ ଧଙ୍ଗଡାମାଝୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଆଜି ବଡି ଭୋରରେ ବୁଢିପଦର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସ୍ବର୍ଗତ ଧଙ୍ଗଡାମାଝୀଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ୧୯୭୧ ମସିହାରୁ ୨୦୦୮ ପର୍ଯ୍ୟନ୍ତ ସେ ଦେବଗିରି ମଠର ଟ୍ରଷ୍ଟି ଥିଲେ । ବିଜେଡିର ଏହି ବରିଷ୍ଠ ନେତା ଜୀବନସାରା ସମାଜସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରି ଯାଇଛନ୍ତି । ଜୀବନର ଆଦ୍ୟ ଭାଗରୁ ସମାଜ ସଂସ୍କାର ସହ ଯାଦବ ମାନଙ୍କୁ ସୁସଂଗଠିତ କରି ସେ ସଶକ୍ତ କରାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ଜାତୀୟ ସ୍ତର ଓ ରାଜ୍ୟର ଅନେକ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା । ଶାସ୍ତ୍ରୀୟ ସଂଗୀତ ଓ ମୃଦଙ୍ଗ ବାଦନରେ ସିଦ୍ଧହସ୍ତ ସ୍ବର୍ଗତ ଧଙ୍ଗଡାମାଝୀ ଅଞ୍ଚଳର କଳା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବ୍ରତି ଥିଲେ । ଦେବଗିରି ଅଞ୍ଚଳର ୬୪ ଗାଁର ମୁରବୀ ଶ୍ରେଣୀୟ ବ୍ୟକ୍ତି ଭାବେ ସୁପରିଚିତ କାହ୍ନୁ ଧଙ୍ଗଡାମାଝୀଙ୍କ ଆବର୍ତ୍ତମାନରେ ଗୋଟିଏ ଯୁଗର ଅବସାନ ଘଟିଛି । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପୁଅ ବୋହୁ, ନାତି ନାତୁଣୀ ବୋହୁ, ଅଣନାତୁଣୀ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ । ବଡପୁଅ ପ୍ରଦୀପ ଧଙ୍ଗଡାମାଝୀ ମୁଖାଗ୍ନୀ ଦେଇଥିଲେ ‌। ସ୍ବର୍ଗତ ଧଙ୍ଗଡାମାଝୀଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଶୁଶ୍ରୀ ରିନା ଭୋଇ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ସର୍ବ ସାଧାରଣ ଙ୍କ ପାଇଁ ଆଜି ଠାରୁ ଖୋଲିଲା ଏନଏସି ଲାଇବ୍ରେରୀ ଓ ପାଠାଗାର

Sunil Chandra Nayak

ଧର୍ମଗଡ ରେ ଅଶୋକ ମହାନ୍ତି ଙ୍କ ବାଜିମାତ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ,ସାଙ୍ଗରେ ଯିବେ ପାଞ୍ଚ ଆଇଏଏସ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort