ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆରମ୍ଭ ହେଲା ଜିଲ୍ଲାରେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର

ନବରଙ୍ଗପୁର – ବିଗତ ଦୁଇ ବର୍ଷ ଧରି ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି । ପ୍ରଥମ ଲହର ଠାରୁ ଦ୍ଵିତୀୟ ଲହର ଆହୁରି ବିପଦଜନକ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଥମ ଓ ଦ୍ବିତୀୟ ଲହର ସଂକ୍ରମଣ ସମୟରେ ନବରଙ୍ଗପୁର ଜିଲ୍ଲାରେ ଜନସାଧାରଣଙ୍କ ସହାୟତାରେ ଏହାର ସଫଳ ମୁକାବିଲା କରଯାଇଥିଲା। ବର୍ତ୍ତମାନ କରୋନାର ତୃତୀୟ ଲହର ସଂକ୍ରମଣକୁ ଆୟତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ସଦର ମହକୁମା କାକ୍ତରଖାନାରେ ୧୪ ଗୋଟି ଶଯ୍ୟା କୋଭିଡ଼ ପାଇଁ ପ୍ରସ୍ତୁତ ରହି ଅଛି । ଏହା ମଧ୍ୟରୁ ୫ ରୋଟି ଶିଶୁଙ୍କ ନିମନ୍ତେ ଉପଲବ୍ଧ କରାଯାଇଛି ବିଲି ଆଶ୍ଙ୍କ ମେହେଟା କକ୍ଷ ଠାରେ ଆହୁତ ଖବରଦାତା ସମ୍ମିଳନୀରେ ଜିଲାପାଳ କମଳ ଲୋଚନ ମିଶ୍ର କହିଛନ୍ତି । ଏଥି ସହ କୋଭିଡ଼ ର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ କାର୍ଯ୍ୟକାରୀ ହୋଇଥିବା ଜିଲ୍ଲା ବିଇଡି କଲେଜ ହିର୍ଲି ଠାରେ ୧୮୪ ଶଯ୍ୟା ବିଶିଷ୍ଟ ଏବଂ ୧୨ ଗୋଟି ଆଇ ସି ୟୁ ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଆସନ୍ତା ୧୦ ତାରିଖ ସୋମବାର ରୁ କାର୍ଯ୍ୟ ସମ ହେବ ।  ଏହାସହ ସହିତ ଜିଲ୍ଲା ରେ ରାଇଘର,ଉମରକୋଟ,ଚନ୍ଦାହାଣ୍ଡି,କୋଷାଗୁମୁଡା,ନବରଙ୍ଗପୁର ଝରିଗାଁ ଠାରେ କୋଭିଡ କେୟାର ସେଣ୍ଟର ଗୁଡିକ ମଧ୍ୟ କାର୍ଯ୍ୟକ୍ଷମ କରାଯାଉଅଛି । ଏଥି ମଧ୍ଯ ରୁ ରାଇଘର ଅନ୍ୱେଶା ହୋଷ୍ଟେଲ, ନବରଙ୍ଗପୁର ଅନ୍ୱେଶା ହୋଷ୍ଟେଲ, ଉମରକୋଟ (Govt. Higher Secondary School and Hostel, Badabharandi) ଠାରେ ଆସନ୍ତା ୧୨ ତାରିଖ ଠାରୁ କାର୍ଯ୍ୟ କ୍ଷମ କରାଯିବ । ଏଥି ପାଇଁ ସମସ୍ତ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି । ଆବଶ୍ୟକ ସ୍ଥଳେ ଅବଶିଷ୍ଟ ତିନି ଗୋଟି କୋଭିଡ କେୟାର ସେଣ୍ଟର ଖୋଲା ଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି । ବର୍ତ୍ତମାନ ଜିଲ୍ଲା ରେ ୧୭୮ ଆକ୍ଟିଭ କେସ ରହିଅଛି , ସେଥ୍ ମଧ୍ୟରୁ ଗୋଟିଏ ଅମିକ୍ରୋମ କେସ ରହିଛି । ଏଥି ମଧ୍ୟରୁ ଆଜି ୩୭ଗୋଟି, ରବିବାର ୪୪ ଗୋଟି (୮/୧/୨୨) ଏବଂ ତା ୭/୧/୨୨ ରେ ୨୮ ଗୋଟି ପଜିଟିଭ କେସ ଚିହ୍ନଟ ହୋଇଛି । ଡିସେମ୍ବର ୪/୧୨/୨୧ ରୁ ୨୯/୧୨/୨୧ ଯାଏଁ ଜିଲ୍ଲା ରେ କୌଣସି ପଜିଟି କୋଭିଡ କେସ ଚିହ୍ନଟ ହୋଇନଥିଲା । ୩୦/୧୨/୨୧ ରେ ତୃତୀୟ ଲହର ର ପ୍ରଥମ କୋଭିଡ଼ ପଜିଟିଭ କେସ ଚିହ୍ନଟ ହେଲା । କୋଭିଡ଼ ସଂକ୍ରମଣ କୁ ଦୃଷ୍ଟି ରେ ରଖ୍ ନବରଙ୍ଗପୁର ଏବଂ ଉମରକୋଟ ମୁନସିପାଲଟି ରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନ ସାଧାରଣଙ୍କୁ ସତର୍କତା ସୃଷ୍ଟି କରାଯାଇଛି ।

 ତହସିଲଦାର ଏବଂ ଥାନା ଆଇଆଇସି ମାନଙ୍କ ମିଳିତ ଉଦ୍ୟମରେ କୋଭିତ ନିୟମ ର ପାଳନ ନିମନ୍ତେ enforce କରାଯାଇଛି । ଆବଶ୍ୟକୀୟ ସହାୟତା ଓ ସୁଚନା ନିମନ୍ତେ ନିମ୍ନଲିଖ ନମ୍ବର ରେ ଯୋଗାଯୋଗକରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଆଇଛି । ଜିଲ୍ଲା ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷ ପାଇଁ ଟେଲିଫୋନ ଓ ମୋବାଇଲ ନମ୍ବର ଜାରି କରାଯାଇଛି । ଜିଲା ନିୟନ୍ତ୍ରଣ କକ୍ଷ ୦୬୮୫୮ ୨୯୫୪୧୮, ଜିଲା ଜନ ସ୍ୱସ୍ଥ୍ୟ ଆଧିକାରୀ ୯୪୩୯୯୮୮୭୮୭, ମହାମାରୀ ବିଶେଷଜ୍ଞ ୭୦୦୮୧୮୨୫୮୦, ଡାଟା ମ୍ୟାନେଜର ୯୪୩୯୯୮୮୪୬୮ ଓ ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷ ୭୦୭୭୪୫୦୦୭୭କୁ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି । ଏସପି ପିଏସ ପୁରୁଷତ୍ତମ ଦାସ କହିଛନ୍ତି କୋଭିଡି ନିୟମକୁ ସମସ୍ତେ ପାଳନ କରିବା । ମାସ୍କ ସମସ୍ତେ ବ୍ୟବହାର କରିବେ । କୋଭିଡି ନିୟମକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଶାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଖବରଦାତା ସମ୍ମିଳନୀରେ ଆତିରିକ୍ତ ଜିଲ୍ଲାପାଳ ଭଷ୍କର ରୋଇତ, ଜିଲା ମୁଖ୍ୟ ଚିକତ୍ସା ଆଛିକାରୀ କାଳୀ ବେହେରା ଉପସ୍ଥିତ ଥିଲେ ।ମଧୁସୂଦନ ସାହୁ ନବରଙ୍ଗପୁର

Related posts

ମାରଓ୍ବାଡି ମହିଳା ସମିତି ଦ୍ବାରା ରକ୍ତଦାନ ଶିବିର 

Sunil Chandra Nayak

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ପୁଣି କରୋନା: ୨୪ ଘଣ୍ଟାରେ ଦେଶରୁ ୩,୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort