ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

Mrs.India କମ୍ପେଟିସନ ରେ ଓଡ଼ିଆ ଝିଅ ପ୍ରତ୍ୟା°ଶା ଙ୍କ ଜଲ୍ ୱା

 ବ୍ୟୁରୋ ନିୟୂଜ -:   ଗତ ତା.୧୦/୯/୨୦୨୨ ରୁ ତା.୧୨/୯/୨୦୨୨ ଯାଏଁ ପୁନେ ଠାରେ ,ଏକ ଘରୋଇ ଅନୁଷ୍ଠାନ ,Sylphina Media Organisation ତରଫରୁ ଜାତୀୟ ସ୍ତରରେ Mrs.India Competition ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗିତା ଓଡ଼ିଶା ନିବାସୀ ଶ୍ରୀମତୀ ନିରୁପମା ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀ ମାନେ ଅ°ଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ରେ ସର୍ବମୋଟ ୧୮ ଜଣ ପ୍ରତିଯୋଗୀ Mrs. India Competitionରେ ଭାଗ ନେଇଥିଲେ। ତିନିଦିନିଆ ଏହି କାର୍ଯ୍ୟକ୍ରମ ରେ ରେ Talent ,Ramp walk,ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।Audition ପରେ ପ୍ରତିଯୋଗୀ ମାନେ ସମସ୍ତ ପ୍ରତିଯୋଗିତା ରେ ଅ°ଶଗ୍ରହଣ କରି ସମସ୍ତଙ୍କ ମଧ୍ୟରୁ ତିନିଜଣ ସଫଳତା ହାସିଲ କରିଥିଲେ। ସେମାନଙ୍କ ମଧ୍ୟରୁ 2nd Runners-up Mrs.India ଭାବରେ, ନୂଆପଡ଼ା ଜିଲ୍ଲାର କୋମନା ଗ୍ରାମର ଶ୍ରୀମତୀ ପ୍ରତ୍ୟା°ଶା ପାଣିଗ୍ରାହୀ ବିଜୟିନୀ ହୋଇ ମୁକୁଟ ଧାରଣ କରିବାର ସୈ|ଭାଗ୍ୟ ଅର୍ଜନ କରିଛନ୍ତି।ଶ୍ରୀମତୀ ପ୍ରତ୍ୟା°ଶା ପାଣିଗ୍ରାହୀ ( ପ୍ରାଚୀ) Beautiful Hair ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇ ମୁକୁଟ ଧାରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜାତୀୟ ସ୍ତରରେ ଓଡିଶାର ଝିଅ ପ୍ରତ୍ୟା°ଶା ଏହି ଗୈ|ରବ ର ଅଧିକାରିଣୀ ହୋଇ ନିଜ ଜନ୍ମମାଟି, ଏବଂ ଓଡ଼ିଶାର ସମ୍ମାନ ବଢାଇପାରିଛନ୍ତି।

ଶ୍ରୀମତୀ ପ୍ରତ୍ୟା°ଶା ପାଣିଗ୍ରାହୀ ନୂଆପଡ଼ା ଜିଲ୍ଲାର କୋମନା ଗ୍ରାମର ବାସିନ୍ଦା।ସେ ଖରିଆରରୋଡ ନିବାସୀ ଆୟୁର୍ବେଦ ଡାକ୍ତର ଶ୍ରୀଯୁକ୍ତ ଅବନୀ ରଞ୍ଜନ ପାଣିଗ୍ରାହୀ ଏବଂ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଶ୍ରୀମତୀ ନିବେଦିତା ହୋତା ଙ୍କ ସୁପୁତ୍ରୀ ଅଟନ୍ତି।ଶ୍ରୀମତୀ ପ୍ରତ୍ୟା°ଶା ପାଣିଗ୍ରାହୀ ସମ୍ବଲପୁର ନିବାସୀ ସ୍ଵର୍ଗତ ଦେବଦାସ ପାଣିଗ୍ରାହୀ ଓ ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପୁତ୍ରବଧୂ ଏବଂ ଶ୍ରୀ ଶତଦ୍ରୁ ଶୋଭନ ପାଣିଗ୍ରାହୀ ଙ୍କ ଧର୍ମପତ୍ନୀ ଅଟନ୍ତି।ଶ୍ରୀମତୀ ପ୍ରତ୍ୟା°ଶା ପାଣିଗ୍ରାହୀ LLB ରେ କୃତିତ୍ୱ ଅର୍ଜନ କରି ବର୍ତ୍ତମାନ ପୁନେର D.Y.Patil Law Collage ରେ LLM କରୁଛନ୍ତି।ସ୍କୁଲ ସମୟରୁ ଶ୍ରୀମତୀ ପ୍ରତ୍ୟା°ଶା ବିଭିନ୍ନ ପ୍ରତିଯୋଗିତା ରେ ଅ°ଶଗ୍ରହଣ କରି କୃତିତ୍ୱ ହାସିଲ କରିଛନ୍ତି।ନୃତ୍ୟ ତାଙ୍କର ପ୍ରଥମ ପସନ୍ଦ। ନୃତ୍ୟ ଶିକ୍ଷା କରି ବିଭିନ୍ନ ପ୍ରତିଯୋଗିତା ରେ ଅ°ଶଗ୍ରହଣ କରି ବିଜୟିନୀ ହୋଇଛନ୍ତି।Dance India Dance TV Show ରେ 2018 ମସିହାରେ ସେ ଅ°ଶଗ୍ରହଣ କରି 4th round ଯାଏ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ।ଏହି Mrs.India ପ୍ରତିଯୋଗିତା ରେ ସଫଳତା ପାଇବାରେ ସେ ବିଶେଷ ଉତ୍ସାହିତ। ଭବିଷ୍ୟତରେ ନିଜ ଜନ୍ମସ୍ଥାନ ର ଝିଅମାନଙ୍କୁ ଏମିତି ଦକ୍ଷତା ଦେଖାଇବା ନିମନ୍ତେ ପ୍ରେରିତ କରିବାର ଉଦ୍ଦେଶ୍ୟ ରଖିଛନ୍ତି।ଶ୍ରୀମତୀ ପ୍ରତ୍ୟା°ଶା ପାଣିଗ୍ରାହୀ ଏହି ପ୍ରତିଯୋଗିତାରେ ସଫଳତା ଅର୍ଜନ କରି ନିଜ ଜନ୍ମସ୍ଥାନ ଏବଂ ଓଡ଼ିଶା ପାଇଁ ଗୈାରବ ଆଣି ଦେଇଛନ୍ତି।

Related posts

କାର୍ଯ୍ୟରତ ଥିବାବସ୍ଥାରେ ମୃତ୍ୟୁବରଣ କରିଥିବା ଶିକ୍ଷକ ମାନଙ୍କ ପରିବାର କୁ ପୁନର୍ବାସ ଯୋଜନାରେ ଚାକିରି ନିଯୁକ୍ତି ନିମନ୍ତେ ଦାବିପତ୍ର

Sunil Chandra Nayak

ରାଇରଙ୍ଗପୁରରୁ ରାଇସିନା, ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ ଶବ୍ଦରେ ଶ୍ରଦ୍ଧାଞ୍ଜଳି ବାପା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort