ଗୋଲାମୁଣ୍ଡା /ମସିହା /–ମନରେଗା କାର୍ଯ୍ୟରେଶ୍ରମିକ ମାନଙ୍କପାଇଁ ଗୋଳାମୁଣ୍ଡା ବ୍ଲକରେ ଛାଡୁ ନାହିଁ ଦୁର୍ନୀତି ଶ୍ରମିକ ମାନଙ୍କ ପେଟରେମାରୁଛନ୍ତି ଲାତ,ଏଭଳି ଘଟଣା ଦେଖିବାକୁ ମିଳିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମପଞ୍ଚାୟତ ର ସର୍ଗିଗୁଡା ଗ୍ରାମ ରେ (MGNREGA)କାର୍ଯ୍ୟ ରେ GRS, PEO ଓ ସରପଞ୍ଚୟ ଙ୍କ ଦ୍ଵାରା ମହା ଦୁର୍ନୀତି ହେଇ ଥିବାର ଦେଖିବାକୁ ମିଳିଛି।ସୂଚନା ମୁତାବକ ଏହି ପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମ ର job card ଧାରି ମାନେ ସେହି ଗ୍ରାମର ଖେଳ ପଡିଆ ରେ ଜବ୍ କାର୍ଡ ଧାରି ଶ୍ରମିକମାନେ କାମ କରି ଆଜକୁ ବର୍ଷେ ହେବ ତାଙ୍କର ମଞ୍ଜୁରୀ ପାଇ ନାହାଁନ୍ତି,ଯାହା ଫାଲରେ ଆଜି ସେହି ଶ୍ରମିକ ମାନେ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଇଛନ୍ତି।ସେମାନେ ଲିଖିତ ଅଭିଯୋଗ କରିଛନ୍ତି,ଯେ ଆମ୍ଭମାନଙ୍କ ପାରିଶ୍ରମିକ ମୂଲ୍ୟ ଯଦି ସପ୍ତାହ ମଧ୍ୟରେ ମଞ୍ଜୁରୀ ନ ମିଲେ ତାହା ହେଲେ ଆଗାମୀ ଦିନରେ ରାଜରାସ୍ତା ରେ ଆନ୍ଦୋଳନ କରିବୁ ବୋଲି ଚେତା ବନି ଦେଇ ଚନ୍ତି,ଏବଂ ବହୁ ସଂଖ୍ୟକ ଭାବେ ମହିଳା ଓ ପୁରୁଷ ଶ୍ରମିକ ମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଛନ୍ତି, ଦାବି ପତ୍ରରେ ଉଲ୍ଲେଖ ରହିଛି ରଜନୀ ମାଝୀ,ଗମ୍ବିର ମାଝୀ, ଦିବାକର ମାଝୀ,ଯାଇ ମାଝୀ, ବନିତା ମାଝୀ,ପୀତବାସ ମାଝୀ,ମାଳତୀ ମାଝୀ,ଶୁଭାଗ୍ୟ ମାଝୀ,ରଜନୀ ମାଝୀ,ଲକ୍ଷ୍ମୀ ମାଝୀ ପ୍ରମୁଖ ଯୋଗ ଦେଇଥିଲେ,
ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା, ପ୍ର୍