ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣାଠାରେ କୋଭିଡ କଟକଣା ମଧ୍ଯରେ ପାଳିତ ହେବ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ -୨୦୨୨

ଭବାନୀପାଟଣା ତା ୧୧.୦୧.୨୦୨୨- ଆଜି କଳାହାଣ୍ଡି ଜିଲ୍ଲାପାଳ ଡଃ ଗାଭାଳି ପରାଗ ହର୍ଷଦଙ୍କ ଅଧ୍ଯକ୍ଷତାରେ ଭର୍ଚୁଆଲ ମୋଡରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୨୨ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ସମସ୍ତ ଙ୍କୁ ସ୍ୱାଗତ କରି ଦିବସ ପାଳନ ପାଇଁ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ୨୬.୦୧.୨୦୨୨ ରିଖ ଦିନ ସକାଳ ୫.୦୦ ଘ. ସମୟରେ ରାମଧୂନ ପରିବେଷଣ, ସକାଳ ୭.୩୦ ମି ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ, ସକାଳ ୭.୦୦ଘ ସମୟରେ ପୌରପରିଷଦ, ଭବାନୀପାଟଣା ଦ୍ବାରା ସହରରେ ଅବସ୍ଥାପିତ ମହାପୁରୁଷ ପ୍ରତିମୁର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ ସହ ପୂଜ୍ୟପୂଜା, ସକାଳ ୮.୩୦ ମି ସମୟରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ଓ ଉଦବୋଧନ ପରେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ। ତ୍ରୁତୀୟ ଲହର ସଂକ୍ରମଣ ଓ କୋଭିଡ ଗାଇଡଲାଇନ୍ କଟକଣା କୁ ଦ୍ରୁଷ୍ଟିରେ ରଖି କେବଳ ସୁରକ୍ଷା ବାହିନୀ ବ୍ୟତୀତ କୌଣସି ସ୍କୁଲ/ କଲେଜର ପ୍ୟାରେଡ ଟ୍ରୁପ୍ ପ୍ୟାରେଡ ପଡିଆରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇ ନାହିଁ। ଡି. ଇ. ଓ, କଳାହାଣ୍ଡି ତଥା ରେଜିଷ୍ଟ୍ରାର, କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ବାରା ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯ ରେ ଅନ୍ ଲାଇନ କୁଇଜ୍ ଓ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦାତା ଅନୁଷ୍ଠାନ ଦ୍ବାରା ଡାକ୍ତଖାନାର ଶିଶୁ ୱାର୍ଡ ଓ ଜେନେରାଲ ୱାର୍ଡ, ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟ, ଶିଶୁ ଭାରତୀ ଅନାଥାଶ୍ରମ, କାରାଗାରର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ବ୍ୟାରିକେଡିଂ, ଚୌକି, ଟେଣ୍ଟ୍, ସାନିଟାଇଜର୍ ବ୍ୟବସ୍ଥା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା, ଶାନ୍ତିଶୃଙ୍ଖଳା, ପ୍ୟାରେଡ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା। କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ପଡିଆରେ କୌଣସି ସାମୁହିକ ବ୍ୟାୟାମ କୌଶଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। କେବଳ କୋଭିଡ ଯୋଦ୍ଧା, ବିଭାଗୀୟ ଅଧିକାରୀ, ସାମ୍ବାଦିକ ଙ୍କ ଉପସ୍ଥିତି ରେ ୧୦୦ ଜଣ ଅତିଥିଙ୍କୁ ନେଇ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଜନ ସାଧାରଣଙ୍କ ଗହଳିକୁ ବାରଣ କରାଯାଇଛି। ସଭାରେ ଅନ୍ୟମାନଙ୍କ ମଧ୍ଯରେ ଏ. ଡି. ଏମ୍, ଶ୍ରୀ ଶରତ ଚନ୍ଦ୍ର ଶ୍ରୀ ଚନ୍ଦନ, ପି. ଡି. ଡି. ଆର୍. ଡି. ଏ, ଶ୍ରୀ ସୋମେଶ୍ କୁମାର ଉପାଧ୍ୟାୟ, ଉପଜିଲ୍ଲାପାଳ, ଭବାନୀପାଟଣା ଡଃ ବିଶ୍ୱଜିତ ଦାସ ସି. ଡି. ଏମ୍. ଓ, ଇ.ଇ(ଆର୍ ଏଣ୍ଡ ବି), ପି.ଏ,ଆଇ.ଟି.ଡିଏ, ପି. ଡି ୱାଟରସେଡ୍, ଡି.ଡି(ଉଦ୍ୟାନ ବିଭାଗ),ଡି.ଡି (ଡି.ପି.ଏମ୍.ୟୁ), ସି.ଏସ୍.ଓ, ବି.ଡି.ଓ / ତହସିଲଦାର, ଭବାନୀପାଟଣା, ଇ.ଓ ମ୍ୟୁନିସିପାଲିଟି, ଡି.ଏସ୍.ଓ, ଡି.ସି.ଓ, ଡି.ଡବ୍ଲ୍ୟୁ.ଓ, ଡି.ଏସ୍.ଡବ୍ଲ୍ୟୁ.ଓ, ଆର୍.ଆଇ(ରିଜର୍ଭ), ଇ.ଇ (ବିଦ୍ଯୁତ) ପ୍ରମୁଖ ଅଧିକାରୀ ସହ ହାଇସ୍କୁଲ ଓ କଲେଜ ର ଉଚ୍ଚ କର୍ମକର୍ତ୍ତା, ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ, ଏମ୍.ଏସ୍.ଏ, ସେୱା, ରୋଟାରୀ ଅନୁଷ୍ଠାନ କର୍ମକର୍ତ୍ତା ତଥା ସାମ୍ବାଦିକଗଣ ଉପସ୍ଥିତ ଥିଲେ।

Related posts

ଯୁଆଙ୍ଗ ପି. ଭି. ଟି. ଜି ଜନଜାତି ଙ୍କ ନିମନ୍ତେ ବିଶାଳ ସଚେତନତା ଶିବିର

Sunil Chandra Nayak

ସିତାଂଶୁ ଜେନା ଙ୍କ କବିତା ସ୍କନ୍ଦମାତା

Sunil Chandra Nayak

ହିତାଧିକାରୀ ଜାଣି ନାହାନ୍ତି, ଆବାସ ଗୃହ ନିର୍ମାଣ ଟଙ୍କା ହଡ଼ପ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort