Uncategorizedଟିକେ ଛାଇ.. by masihaJanuary 11, 2022January 17, 20220127 Share0 ॥ ଟିକେ ଛାଇ… ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥ ୯) ଅକାରଣେ ଗଢ଼ିଲେ ବିବାଦ ର ଘର ସରସ ସୁନ୍ଦର ଲାଗିବନି ସଂସାର । ୧୦) ହୀରା ନୀଳା ର ପଂଜୁରୀ ପକ୍ଷୀ କୁ ଅଟେ ତୁଚ୍ଛ ଖୋଲା ଆକାଶେ ମିଳଇ ତା’କୁ ମୁକ୍ତି ର ଗୀତ । ___________ କୋଲନରା,ରାୟଗଡ଼ା ଜିଲ୍ଲା