ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ଯ୍ୟ:ବିରଞ୍ଚି ନାରାୟଣ ପଟ୍ଟନାୟକ

ରାଉରକେଲା/ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ଯ୍ୟ ବୋଲି ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ ଶ୍ରୀ ରାୟଙ୍କ ୬୯ତମ ଜୟନ୍ତୀ ପାଳନ ଅବସରରେ ଅତିଥି ଭାବେ ଯୋଗଦେଇ କହିଛନ୍ତି। ହନୁମାନ ବାଟିକା ଠାରେ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟିର ଅଧ୍ୟକ୍ଷ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପଟ୍ଟନାୟକଙ୍କ ବ୍ୟତୀତ ସମାଜସେବୀ ହରିହର ରାଉତରାୟ, ଆଇନଜୀବୀ ରମେଶ ବଳ,ଅରସାଦ ଖାନ,ଶ୍ରଦ୍ଧା ଷଡଙ୍ଗୀ ଓ ସବିତା ଖାତୁନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଇ ଶ୍ରୀ ରାୟଙ୍କ ଜୀବନୀ ଓ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଦିଲ୍ଲୀପ ରାୟ ରାଉରକେଲାର ଅନ୍ୟତମ ସୂର୍ଯ୍ୟ। ସେ ଜଣେ ମିଷ୍ଟଭାଷୀ, ବନ୍ଧୁବତ୍ସଳ ବ୍ୟକ୍ତିତ୍ବ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ହନୁମାନ ବାଟିକା ଖାଲି ରାଜ୍ୟ କାହିଁକି ସମଗ୍ର ଦେଶରେ ଜନବିଦିତ। ଯାହା ରାଉରକେଲାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। ସେ ରାଜନୀତିରେ ଥାଆନ୍ତୁ ବା ନଥାଆନ୍ତୁ ସହର ତଥା ଜିଲ୍ଲାର ଉନ୍ନତି ପାଇଁ ସଦା ଚେଷ୍ଟିତ। ପ୍ରକୃତରେ ସେ ଜଣେ ଜନମାନସର ନେତା ଓ ବିକାଶମୁଖୀ ଚିନ୍ତନର ନିଷ୍ଠାପର ମଣିଷ। ଏହି ଅବସରରେ ଶ୍ରୀ ରାୟଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟାଯାଇ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯିବା ସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଥିଲା।( କୁଞ୍ଜ ବିହାରୀ ରାଉତ ଙ୍କ ରିପୋର୍ଟ, ରାଉଲକେଲା )

Related posts

ଓଡ଼ିଶା ସିଭିଲ ସର୍ଭିସରେ ରାଣୀମାତ୍ ଟୁଡୁଙ୍କ ସଫଳତା

Sunil Chandra Nayak

ବଦଳୁଛି ଚାଷ କାମର ଢାଞ୍ଚା ପାରମ୍ପାରିକ ହଲ ଲଙ୍ଗଳ ବଦଳରେ ବ୍ୟବହାର ହେଉଛି ମେସିନ

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort