ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାରକୁଣ୍ଡାମାଳ ଗାଁ ରେ ପ୍ରବଳ କୁଆ ପଥର ବର୍ଷା

 ୬ ଇଂଚ ବହଳ ରେ ଜମି ରହିଲା କୁଆପଥର
ବ୍ୟାପକ ପନିପରିବା ଫସଲ ହାନୀ

ଧର୍ମଗଡ-ଧର୍ମଗଡ ବ୍ଲକ ଅନତର୍ଗତ ତାରପୁର, କନକ ପୁର, ଝାରକୁଣ୍ଡା ମାଲ ଗାଁ ରେ ଆଜି ଅପରାହ୍ନ ରେ ପ୍ରବଳ କୁଆ ପଥର ବର୍ଷା ହୋଇ ବ୍ୟାପକ ଭାବେ ପନିପରିବା ଚାଷ ନଷ୍ଟ ହୋଇଛି । ଝାର କୁଣ୍ଡାମାଲ ଗାଁ ର ହେର୍ଣା ପଡା ଠାରେ ପ୍ରବଳ କୁଆପଥର ବର୍ଷା ହୋଇଥିବା ଦେଖା ଯାଇଛି । ପ୍ରାୟ ୬ ଇଂଚ ବହଳ ରେ କୁଆପଥର ପଡିରହିଥିବା ଦେଖାଯାଇଥିଲା । କୁଆ ପଥର ବର୍ଷା ଯୋଗୁ ମଂଟୁ ପଟେଲ, ଜଳନ୍ଧର ପଟେଲ, ଚରଣ ପଟେଲ, ପରମେଶ୍ୱର ପଟେଲ, ଭାରତ ପଟେଲ, ଧର୍ମୁ ପଟେଲ, ଶ୍ୟାମ ପଟେଲ ଙ୍କ ସମେତ ଅନେକ ଚାଷୀ ଙ୍କ କୋବି ଚାଷ ଏବଂ ପିଆଜ ଚାଷ ନଷ୍ଟ ହେବା ସହ କେତେକ ଚାଷୀ ଙ୍କ ବାଇଗଣ ଚାଷ, ଶାଗ ଜାତିୟ ସମସ୍ତ ଚାଷ କୁଆପଥର ବର୍ଷା ରେ ସଂପୂର୍ଣ ନଷ୍ଟ ହୋଇଯାଇଛି ।  କୁଆପଥର ବର୍ଷା ସାଂଗ କୁ ପବନ ହେବା ଦ୍ୱାର ଗଛ ଉପୁଡି ଶଦର ସୁନାନୀ, ଆଶାରାମ ସୁନାନୀ, ଜଳନ୍ଧର ପଟେଲ ଙ୍କ ଘର ଉପରେ ପଡି ବାରୁ ଘର ର ଛପର ସବୁ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି ।ଆଜି ଖବର ପାଇ ଧର୍ମଗଡ ତହସିଲଦାର ହରେକୃଷ୍ନ ବରିହା ସଂଧ୍ୟା ସମୟ ରେ କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବା ସହ ଆସନ୍ତା କାଲି ରାଜସ୍ୱ ବିଭାଗ ଓ କୃଷି ବିଭାଗ ଟିମ ଆସି କ୍ଷୟକ୍ଷତି ର ଆକଳନ କରିବେ ବୋଲି କ୍ଷତିଗ୍ରସ୍ଥ ଗ୍ରାମ ବାସୀ ଙ୍କୁ ଆଶ୍ୱସନା ଦେଇଛନ୍ତି । ସେହି ପରି ଉଦ୍ୟାନ କୃଷି ବିଭାଗ ପକ୍ଷ ରୁ ମଧ୍ୟ ଚାଷ-ର କ୍ଷୟ କ୍ଷତି ଆକଳନ କରାଯାଇ କ୍ଷତି ଗ୍ରସ୍ତ ପନିପରିବା ଚାଷୀ ଙ୍କୁ କ୍ଷତି ପୂରଣ ପ୍ରଦାନ କରି ବା ପାଈ ସରପଂଚ ପ୍ରତିନିଧି ସୁବ୍ରତ ପଣ୍ଡା ଦାବୀ କରିଛନ୍ତି । (ଧର୍ମ ଗଡ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ)

Related posts

ଟ୍ରେଞ୍ଚ ନିର୍ମାଣ ନାମରେ ଚଞ୍ଚକତା, ସନ୍ଦେହରେ ଗ୍ରାମ ରୋଜଗାର ସେବକ, ଉଚ୍ଚ ଅଧିକାରୀ ନିରବଦ୍ରଷ୍ଟା ? 

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ମୋ ପ୍ରିୟା ଗାଁ____

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort