ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମବାସୀ ଦୁଇ ଗୋଟି ପାହାଡକୁ ପାର କରି ପାଇପ ଯୋଗେ ପାଣି ଆଣିଲେ

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଳା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧିନରେ ଥିବା ପୋଇଗୁଡା ଗ୍ରାମ ଠାରେ ଏକ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ । ଏହାର ଉଦ୍ଘାଟନ ମଧ୍ୟ ଶେଷ ହୋଇଯାଇଛି। ଗ୍ରାମବାସୀ ଦୀର୍ଘ ୫୪୦୦ ଫୁଟ (୧୮୦୦ ମିଟର) ଦୂର କୋସଲାମସ୍କା ପାହାଡ ମଧ୍ୟରେ ଝରୁଥିବା ପାଣିକୁ ପାଇପ ମାଧ୍ୟମରେ ରାସ୍ତା ଗାଁକୁ ଆଣିବା ପାଇଁ ସକ୍ଷମ ହୋଇଛନ୍ତି । ଏହି ପାଣି ପ୍ରକଳ୍ପ ଦ୍ବାରା ଗ୍ରାମର ୬୦ ପରିବାର ଓ ୨୦ ଏକର ଚାଷ ଜମିରେ ବର୍ଷ ସାରା ଜଳ ସେଚନ କରିପାରିବେ। ସୁନ୍ଦର ପ୍ରକଳ୍ପ କୁ ବରିଷ୍ଠ ଶିକ୍ଷାବିତ ତଥା ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ମୁଣ୍ଡଛିନା ଉଦ୍ଘାଟନ କରିଛନ୍ତି।  ସେହିପରି ନିକଟସ୍ଥ କାଞ୍ଜିଗୁଡା ଗ୍ରାମରେ ମଧ୍ୟ ଡି.ବି.ଆଇ ପ୍ରକଳ୍ପ ଉଦ୍ଘାଟନ କରାଯାଇଛି । କାଞ୍ଜିଗୁଡା ଗ୍ରାମର ୫୭ ଘର ୧୭ ଏକର ଚାଷ ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଛି ।ଡି.ବି.ଆଇ ପ୍ରକଳ୍ପ ଝରଣାରେ ବହିଯାଉଥିବା ବଳକା ପାଣିକୁ ଦିଗ ପରିବର୍ତ୍ତନ କରି ଏଚଡିପିଇ ପାଇପ ଦ୍ବାରା ଯୋଗାଇ ଦିଆଯାଇଛି ଯାହାକି ଗାଁ ପାଖରେ ଥିବା ଚାଷ ଜମିକୁ ଜଳସେଚନ ନିମନ୍ତେ ବ୍ଯବହୃତ ହେବ। ପ୍ରକଳ୍ପ କୁ ଲିଭୋଲିଙ୍ଗ ଫାଉଣ୍ଡେସନ ସଂସ୍ଥା ଗ୍ରାମବାସୀ ଙ୍କ ସହଯୋଗରେ କାର୍ଯ୍ୟ ଶେଷ କରିଛି। ଟାଟା ଟ୍ରଷ୍ଟ ଓ ଇନଡୁସିନ୍ ବ୍ୟାଙ୍କ ର ଅନୁଦାନ ରାଶିରେ ଏହା ସଫଳ ହୋଇପାରିଛି। ଆଗାମୀ ଦିନ ମାନଙ୍କରେ ଆହୁରି ୫୦ଟି ଗ୍ରାମ ପାଇଁ ଏହି ଭଳି ପ୍ରକଳ୍ପ ଆରମ୍ଭ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଅବସରରେ ଲିଭିଳିଙ୍ଗ ଫାଉଣ୍ଡେସନ ର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରଦୀପ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ , ମନୋରଞ୍ଜନ ପଣ୍ଡା ,କାର୍ଯ୍ୟକାରୀ ଅଧିକାରୀ ସଞ୍ଜୀବ ଖଣ୍ଡଗିରି ସମେତ ସତ୍ୟଭାମା ସୁନାନୀ ପ୍ରମୁଖ ଉପସ୍ଥିତ ରହିଥିଲେ ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପ୍ରଶାସନିକ ଅଧିକାରୀଙ୍କୁ ନବବର୍ଷ ର ଶୁଭେଚ୍ଛା ଜଣାଇଲେ କୋକସରା ଡ୍ରାଇଭର ସଙ୍ଘ ର କର୍ମକର୍ତ୍ତା

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କବିତା ସାହୁ ଙ୍କ କବିତା   ଆସିଲା ବରଷା 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort