ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନ୍ୟାୟ ପାଇଁ ଅଭିଯୋଗକାରୀ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ

  ଫୁଲବାଣୀ –  ଫୁଲବାଣୀ ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ଫୁଲବାଣୀ ସଦର ମହକୁମା ଫୁଲବାଣୀ ସାହି ନିକଟସ୍ଥ ଜଗନ୍ନାଥ ସାହି ର ସଂକର୍ଷଣ ବଗର୍ତ୍ତି ଧାରୁଆ କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ ଗିରଫ କରିନଥିବା ନେଇ ଏସ ପି କନ୍ଧମାଳ ଙ୍କୁ ଅଭିଯୋଗ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ତା ୨୩ /୧୨/୨୦୨୧ ରିଖ ରାତ୍ର ୯.୩୦ ସମୟରେ ଫୁଲବାଣୀ ସାହି ନିକଟସ୍ଥ ଜଗନ୍ନାଥ ସାହି ର ସଂକର୍ଷଣ ବଗର୍ତ୍ତି ଅନ୍ୟ ଜଣେ ଟ୍ରକ ଡାଇଭର କୁ ରାସ୍ତା କହୁଥିବା ବେଳେ ସେହି ସାହି ର ପପୁ ପଟ୍ଟନାୟକ ଏବଂ ତା ସହିତ ଆସି ଥିବା ୮/୯ ଜଣ ସାଥି ପ୍ରଥମେ ଝଗଡା କରି ଅଶ୍ଲୀସ ଭାଷାରେ ଗାଳି ଗୁଲଜ କରିଥିଲେ ।ଏବଂ ସଂକର୍ଷଣ ବଗର୍ତ୍ତି ଓ ବାପା ଶ୍ରୀବନ୍ତ ବଗର୍ତ୍ତି ବାପ ପୁଅ ଦୁହିଁ ଙ୍କୁ ସେମାନେ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ତା ୨୪/୧୨/୨୦୨୨ ରିଖ ଦିନ ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଏ ଲିଖିତ ଅଭିଯୋଗ କରିଥିଲେ । ବାପ ପୁଅ ଦୁହେଁ ଗୁତୁତର ଥିବାରୁ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସଚି ହେଉଥିଲେ । ମେଡ଼ିକାଲ ରୁ ଭଲ ହୋଇ ଆସିବାପରେ ଘଟଣା ଘଟିବାର ୨୦ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ କୁ ପୋଲିସ ଗିରଫ କରିନଥିବା ରୁ ସଂକର୍ଷଣ ବଗର୍ତ୍ତି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କାରୀ ସଂକର୍ଷଣ ବଗର୍ତ୍ତି ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ଦେଇଥିବା ଅଭିଯୋଗ କୁ ଭିତ୍ତିକରି ଫୁଲବାଣୀ ଟାଉନ ଥାନା ପୋଲିସ ପକ୍ଷରୁ ଏ ଏସ ଆଇ ଏସ ଏନ ଦାସ ତଦନ୍ତ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରି କେସ ନଂ ୨୧୭ ଦଫା ୩୪୧,୨୯୪,୩୨୩,୩୨୪,୩୦୭,୩୪ ଆଇପିସି ରୁଜୁ କରି ତଦନ୍ତ ଚଳାଇ ଥିବା ବେଳେ ଅଭିଯୁକ୍ତ ନିଜ ଘରେ ରହୁଛି । ସହରରେ ଘୁରି ବୁଲୁଥିଲେ ମଧ୍ୟ ପୋଲିସ ଗିରଫ କରୁନଥିବା ଅଭିଯୋଗ କାରୀ ସଂକର୍ଷଣ ବଗର୍ତ୍ତି ଏସ ପି କନ୍ଧମାଳ ଙ୍କୁ ଅଭିଯୋଗ ଦେଇଥିବା ବେଳେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ପୋଲିସ ଅଭିଯୁକ୍ତ ଙ୍କୁ କେବେ ଗିରଫ କରିଛି ଦେଖିବାକୁ ବାକି ରହିଲା।( ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ )

Related posts

ସୁଧୀର ପଣ୍ଡା ଙ୍କ କବିତା ଜଗନ୍ନାଥ ନାରାୟଣ

Sunil Chandra Nayak

ଅଗ୍ରଣୀ ମହିଳାନୁଷ୍ଠାନ “ସ୍ୱୟପ୍ରଭା” ଆନୁକୂଲ୍ୟରେ ବିଶିଷ୍ଟ ଆଇନଜୀବୀ ଶୈଳବାଳା ପୂଜାରୀଙ୍କ ପୁଣ୍ୟଃତିଥି ପାଳନ

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort