॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥
*ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
୧୧) ଭଂଗା ମନ କୁ ସଜାଡ଼ି ହୁଏ
ସିନେହ ର ଅଠା ଦେଇ
ସେହି ସ୍ଥାନ ରେ ଦାଗ ନ
ଥାଏ
ବାର ବାର ଦେଖ କାଇଁ ?
୧୨) ସୃଷ୍ଟି ଏବଂ ବିନାଶ ଜଗତ ର ପ୍ରକୃତି
ମନେ ରଖ_ କିଛି ଶୋକ ନାହିଁ ଏଥି ପାଇଁ ।
_______________
କୋଲନରା,ରାୟଗଡ଼ା ଜିଲ୍ଲା