ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲାରେ 5 ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ

ନବରଙ୍ଗପୁର , ନବରଙ୍ଗପୁର ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ବୋଲି ସ୍ଥାନୀୟ ଅଶୋକ ମେହେଟା ସଭାଗୃହ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳିନୀରେ ଜିଲ୍ଲପାଳ ଡ଼ଃ କମଳ ଲୋଚନ ମିଶ୍ର ଏନେଇ ସୂଚନା ଦେଇଛନ୍ତି l ଏଥିପାଇଁ ଫେବ୍ରୁଆରୀ 16 , 18, 20, 22 ଓ 24 ତାରିଖ ପାଞ୍ଚ ଦିନ ଧାର୍ଯ୍ୟ ହୋଇଥିବା ନିର୍ବାଚନ ବିଜ୍ଞପ୍ତିରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ଝରୀଗାଁ ଓ ଚନ୍ଦାହାଣ୍ଡି ବ୍ଲକ, ଦ୍ବିତୀୟ ପର୍ଯ୍ୟାୟ ୧୮ ତାରିଖରେ ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ, ତୃତୀୟ ପର୍ଯ୍ୟାୟ 20 ତାରିଖରେ କୋଷାଗୁମୁଡା ଓ ନବରଙ୍ଗପୁର ବ୍ଲକ, ଚତୁର୍ଥ ପର୍ଯ୍ୟାୟ 22 ତାରିଖରେ ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ ଓ ପଞ୍ଚମ ପର୍ଯ୍ୟାୟ 24 ତାରିଖରେ ରାଇଘର ଓ ଉମରକୋଟରେ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇ ଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକର 3ଗୋଟି ଜିଲ୍ଲା ପରିଷଦ, 23 ଟି ଗ୍ରାମ ପଞ୍ଚାୟତ ଓ 257 ଗୋଟି ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ବ୍ଲକର 99080 ଭୋଟର ଭୋଟ ଦେବେ। ଚନ୍ଦାହାଣ୍ଡି ବ୍ଲକରେ 2 ଗୋଟି ଜିଲ୍ଲା ପରିଷଦ, 14 ଟି ଗ୍ରାମପଞ୍ଚାୟତ ଓ 158 ୱାର୍ଡ଼ ପାଇଁ ଭୋଟ ହେବ ଓ ଏଥିରେ ବ୍ଲକର 51652 ଭୋଟର ଭାଗ ନେବେ। ଦ୍ବିତୀୟ ପର୍ଯ୍ୟାୟ ୧୮ ତାରିଖ ଦିନ ଜିଲ୍ଲାର ତେନ୍ତୁଳୀଖୁଣ୍ଟି ବ୍ଲକର 2 ଗୋଟି ଜିଲ୍ଲା ପରିଷଦ, 15 ଟି ଗ୍ରାମ ପଞ୍ଚାୟତ, 213 ୱାର୍ଡ଼ ପାଇଁ ଭୋଟ ଗ୍ରହଣ ହେବ ଓ ଏଥିରେ ବ୍ଲକର 59695 ଭୋଟର ଭୋଟ ଦେବେ l ନନ୍ଦାହାଣ୍ଡି ବ୍ଳକର 2 ଗୋଟି ଜିଲ୍ଲା ପରିଷଦ, 11ଟି ଗ୍ରାମ ପଞ୍ଚାୟତ, 130 ୱାର୍ଡ଼ ପାଇଁ ଭୋଟ ଗ୍ରହଣ ହେବ ଓ ଏଥିରେ ବ୍ଲକର 44312 ଭୋଟର ଭୋଟ ଦେବେ। ତୃତୀୟ ପର୍ଯ୍ୟାୟ 20 ତାରିଖ ଦିନ ଜିଲ୍ଲାର କୋଷାଗୁମୁଡା ବ୍ଲକର 3 ଗୋଟି ଜିଲ୍ଲା ପରିଷଦ, 26 ଟି ଗ୍ରାମ ପଞ୍ଚାୟତ , 301 ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ ଓ ଏଥିରେ ବ୍ଲକର 107188 ଭୋଟର ଭୋଟ ଦେବେ l ନବରଙ୍ଗପୁର ବ୍ଲକର 2 ଗୋଟି ଜିଲ୍ଲା ପରିଷଦ, 13ଟି ଗ୍ରାମ ପଞ୍ଚାୟତ, 159 ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ ଓ ଏଥିରେ ବ୍ଲକର 54483 ଭୋଟର ଭୋଟ ଦେବେ l

ଚତୁର୍ଥ ପର୍ଯ୍ୟାୟ 22 ତାରିଖ ଦିନ ଜିଲ୍ଲାର ପାପଡାହାଣ୍ଡି ବ୍ଲକର 3 ଗୋଟି ଜିଲ୍ଲା ପରିଷଦ, 23ଟି ଗ୍ରାମ ପଞ୍ଚାୟତ, 280 ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ ଓ ଏଥିରେ 96020 ଭୋଟର ଭାଗ ନେବେ l ଜିଲ୍ଲାର ଡାବୁଗାଁ ବ୍ଲକର 2 ଗୋଟି ଜିଲ୍ଲା ପରିଷଦ, 12 ଟି ଗ୍ରାମ ପଞ୍ଚାୟତ, 141 ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ ଓ ଏଥିରେ 44648 ଭୋଟର ଭୋଟ ଦେବେ l ପଞ୍ଚମ ପର୍ଯ୍ୟାୟ 24 ତାରିଖ ଦିନ ଜିଲ୍ଲାର ରାଇଘର ବ୍ଲକ 4ଗୋଟି ଜିଲ୍ଲା ପରିଷଦ, 26 ଟି ଗ୍ରାମ ପଞ୍ଚାୟତ, 292 ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ ଓ ଏଥିରେ ବ୍ଲକର 123128 ଭୋଟର ଭାଗ ନେବେ l ଜିଲ୍ଲାର ଉମରକୋଟ ବ୍ଲକର 3 ଗୋଟି ଜିଲ୍ଲା ପରିଷଦ, 26 ଟି ଗ୍ରାମ ପଞ୍ଚାୟତ, 296 ୱାର୍ଡ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏଥିରେ ବ୍ଲକର 108048 ଭୋଟର ଭୋଟ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ l ତା 17.01.2022 ରୁ 21.01.22 ରିଖ ଦିବା 11 ଘଣ୍ଟାରୁ ଅପରାହ୍ନ 3 ଘଣ୍ଟା ମଧ୍ୟରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ l 22 ତାରିଖ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ l 23 ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ l 25 ତାରିଖ ଅପରାହ୍ନ 3 ଘଣ୍ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ lରାଜ୍ୟ ନିର୍ବାଚନ ଆୟୋଗ 11.01 2022 ତାରିଖ ରୁ 28.02.22 ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଦ୍ଧି ଲାଗୁ କରିଛନ୍ତି l ଏଥର ରାଜ୍ୟ ନିର୍ବାଚନ ଆୟୋଗ କୋଭିଡ କଟକଣା ମଧ୍ୟରେ ନିର୍ବାଚନ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି l ପ୍ରାର୍ଥୀ ମାସ୍କ ପିନ୍ଦିବା ବାଧ୍ୟତା ମୂଳକ କରାଯାଇଛି lମଧୁସୂଦନ ସାହୁ ନବରଙ୍ଗପୁର

Related posts

ନର୍ଲା ପ୍ରେସ୍ ଆସୋସିଏସନ୍ ର ଜରୁରୀ କାଳୀନ ବୈଠକ

Sunil Chandra Nayak

ବାଲେଶ୍ବର – ବିଜେପିକୁ ଶକ୍ତ ଝଟକା, ଦଳ ପରିତ୍ୟାଗ କଲେ ତିନି ବରିଷ୍ଠ ବିଜେପି ନେତା 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort