ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଘୁଚାପଜନିତ ଅଦିନିଆ ବର୍ଷା ହେତୁ  ଚାଷୀଙ୍କ ଫସଲ ନଷ୍ଟ,  ,ମୁଣ୍ଡେ ହାତ ଦେଲେ ଚାଷୀ

 ଟେମରି – (ଜଗ ଜୀବନ ସା)   ଲଘୁଚାପଜନିତ ପ୍ରବଳ ବର୍ଷା ସହ କୁଆ ପଥର ବୃଷ୍ଟି ଯୋଗୁଁ ଗୋଲାମୁଣ୍ଡା ବ୍ଲକର ଟେମରି ,ଦଶପୁ୍ର , ଫରଙ୍ଗ , ଚିଚିଆ, ଫୁଂଡା, ଖମାର ହଳଦୀ , ବରଗୁଡ଼ା , ବୃନ୍ଦା ଵାହାଲ ତଥା ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତ ଗୁଡ଼ିକରେ କୁଆ ପଥର ସହ ପ୍ରବଳ ବର୍ଷା ଯୋଗୁଁ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷୀ ମାନଙ୍କ କିଆରୀ ବିଲ, ଜମି ତଥା ବାଡି ବଗିଚାରେ କରିଥିବା ଫସଲ ମୁଗ ,ବିରି , ହରଡ , ମଟର , ମସୁରି, ଡାଲି ଜାତୀୟ ଶସ୍ୟ ସହ ପିଆଜ, କୋବି ,ବାଇଗଣ, ଟମାଟୋ , ଶିମ୍ବ,ତଥା ଅନ୍ୟାନ୍ୟ ପନିପରିବା ଜାତୀୟ ଫସଲ , ସୂର୍ଯ୍ୟ ମୁଖୀ, ସୋରିଷ ଆଦି ତୈଲ୍ୟ ବୀଜ ଜାତୀୟ ଫସଲ ନଷ୍ଟ ହୋଇଯାଇଛି। ଟେମରି ଗ୍ରାମ ର କେଶରୀ ପଟେଲଙ୍କ ଦେଡ ଏକର ଜମିରେ କରିଥିବା ପିଆଜ ଚାଷ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ ଚାଷୀଙ୍କ ଏକର ଏକର ଜମି ଫସଲଗୁଡ଼ିକ ନଷ୍ଟ ହୋଇ ଯାଇଛି। ସେହିପରି ଏହି ଗ୍ରାମର ଯଶ ପଟେଲ,କାହ୍ନୁ ପଟେଲ,ନିର୍ମଳ ପଟେଲ, ଆତ୍ମା ପଟେଲ, ବିଷ୍ଣୁ ପଟେଲ,ଭବାନୀ ପଟେଲ, ତଥା ଅନ୍ୟ ଚାଷୀଙ୍କ ଖଳାରେ ଅମଳ ହୋଇଥିବା ସିଝା ଧାନ ଶହ ଶହ କୁଇଣ୍ଟାଲ ନଷ୍ଟ ହୋଇଯାଇଛି। ଯାହାଫଳରେ ଚାଷୀ କ୍ଷତି ସହ୍ୟକରି ନ ପାରି ମୁଣ୍ଡରେ ହାତ ଦେଇ ବସିଛି। ସେହିପରି ଏହି ଅଞ୍ଚଳରେ ଅନେକ ଚାଷୀଙ୍କ ମଣ୍ଡିରେ ଦେଇଥିବା ଧାନ ଗୁଡ଼ିକ ମଧ୍ୟ ବର୍ଷା ଯୋଗୁଁ ଓଦା ହୋଇ ଯାଇଛି । ତେଣୁ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି।

Related posts

ନୀଳଗିରିକୁ ମରୁଡି ଅଞ୍ଚଳ ଘୋଷଣା ଦାବି ନେଇ ସିପିଆଇ(CPI) ର ଗଣ ବିକ୍ଷୋଭ 

Sunil Chandra Nayak

ଜରଡାଘାଟି ଠାରେ ଯାତ୍ରା ପାର୍ଟି ବସ୍ ଓଲଟିଲା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବଇଁଶୀ ବାଜୁନି ଆଉ କୁଞ୍ଜରେ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort