ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଶାରୀ ଗୁଡାରେ  ହିଣ୍ଡାଲକୋ   ରିଫାଇନେରି ୟୁନିଟ୍ ପ୍ରତିଷ୍ଠା ବିଳମ୍ବ ଯୋଗୁଁ ବିସ୍ଥାପିତ ଓ ଅଞ୍ଚଳ ବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରାୟଗଡା/ଟିକିରୀ:ମସୀହା:- କଂଶାରୀ ଗୁଡାରେ କମ୍ପାନୀ ସ୍ଥାପନ ହେଲେ ନିଯୁକ୍ତି ଓ ଥଇଥାନ ଆଶାରେ ନିଜ ତିନି ଫସଲ ଜମିକୁ ଶାଗ ମାଛ ଦରରେ ୨୦୦୪ ମସିହାରେ ପ୍ରଶାସନ କୁ ବିକ୍ରି କରିଦେଇଥିଲେ।ଏହାର ଦୀର୍ଘ ଦିନ ମଧ୍ୟରେ ୧୭ ବର୍ଷ ବିତିଯାଇଛି। ହେଲେ କମ୍ପାନୀର ସ୍ଥାପନ କରିବା ନାଁ ଗନ୍ଧ ନଥିବାରୁ ବିସ୍ଥାପିତ ଙ୍କର ସବୁ ଆଶା ଓ ଭରସା ମଉଳି ଯାଇଛି। କମ୍ପାନୀ ପକ୍ଷରୁ ଯାହା କ୍ଷତି ପୂରଣ ଟଙ୍କା ଥିଲା ତାହା    କିଛି ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇ ଗଲା। ଜମି ହରା ପରିବାର ଏବେ ଦାଦନ ଖଟିବା ଛଡା ତାଙ୍କ ପାଖରେ ଅନ୍ଯ କୌଣସି ସାହାରା ନଥିଲା।ବହୁବାର ଦାବି ଓ ଆନ୍ଦୋଳନ ପରେ ସରକାର ୨୦୨୧ ଅକ୍ଟୋବର ୫ ତାରିଖରେ କମ୍ପାନୀ ପ୍ରତିଷ୍ଠା ପାଇଁ ଜନଶୁଣାଣୀ କରିଥିଲେ।ଅଞ୍ଚଳବାସୀ ଓ ବିସ୍ଥାପିତ ଆଖିବୁଜି ସମର୍ଥନ ଜଣାଇଥିଲେ। କମ୍ପାନୀ ପ୍ରତିଷ୍ଠାରେ ହିଣ୍ତାଲୋକ ଓ ରାଜ୍ଯ ସରକାର ଜନଶୁଣାଣୀର ଏଥିମଧ୍ୟରୁ ୩ ମାସ ବିତିଯାଇଛି।କମ୍ପାନୀ କାମ ଆରମ୍ଭ ହୋଇ ପାରୁନାହିଁ। ତୂରନ୍ତ କଂଶାରୀ ଗୁଡାରେ ରିଫାଇନାରୀ ୟୁନିଟ୍ ପ୍ରତିଷ୍ଠା କର ନଚେତ୍ ଦୀର୍ଘ ୧୭ ବର୍ଷର କ୍ଷତି ପୂରଣ ସହ ଜମିଜମା ଆମ୍ଭଙ୍କୁ ଫେରାଇ ଦିଅ।ବିସ୍ଥାପିତଙ୍କ ସହ ଆନ୍ଦୋଳନ କୁ ଓହ୍ଲାଇ ରୂପକୋଣାରେ ଏହି ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ର ପ୍ରଭାବ ଯୋଗୁଁ କୋରାପୁଟ ଜିଲ୍ଲା ସାଂସଦ ଇଂ.ସପ୍ତଗିରି   ଉଳକା   ବିସ୍ଥାପିତ ଓ ପ୍ରଭାବିତ ଅଞ୍ଚଳବାସୀ ସହ ୨ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ୩୨୬ ନମ୍ବର ଜାତୀୟ ରାଜପଥକୁ ରୂପକୋଣା ଠାରେ ଅବରୋଧ କରି ଧାରଣାରେ ବସିଥିଲେ। ଏହା ଫଳରେ ରାୟଗଡା କୋରାପୁଟ ମଧ୍ୟରେ ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ଭାବରେ ଠଫ୍ ହୋଇଯାଇଥିଲା। ବହୁ ଆନ୍ଦୋଳନ କାରୀଙ୍କୁ ପୁଲିସ ଗରିଫ୍ କରିଥିଲା। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲଳିତ କୁମାର ପଟ୍ଟନାୟକଙ୍କ ଦାୟିତ୍ୱ ୪ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜନ କରାଯାଇଥିଲା। ଘଟଣା ସ୍ଥଳରେ ରାୟଗଡା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଡେପୁଟି ଜିଲ୍ଲାପାଳ ନାରାୟଣ ମିଶ୍ର ସହ ଅନ୍ଯାନ୍ଯ ବରିଷ୍ଠ ଅଧିକାରୀ ଓ ରାୟଗଡା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଙ୍କ ସମେତ୍ ଅନେକ ପୁଲିସ ଅଧିକାରୀ ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝାମଣା କରିଥିଲେ। ସାଂସଦ ସପ୍ତଗିରୀ ଉଲ୍ଲା କା  ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ତା. ବରିଷ୍ଠ କଂଗ୍ରେସ ନେତା ଆପଲ ସ୍ବାମୀ କାଡ୍ରକା ରୂପକୋଣାରେ ପହଞ୍ଚିବା ପରେ ଆନ୍ଦୋଳନକାରୀ ପୁଣି ରାସ୍ତା ଅବରୋଧ କରିଥିଲେ। ୧୫ ଦିନ ମଧ୍ୟରେ ଯଦି କମ୍ପାନୀ ପ୍ରତିଷ୍ଠାର ପଦକ୍ଷେପ ନନେଲେ ଉତ୍କଳ ଆଲୁମିନା କମ୍ପାନୀର କୋଡିଙ୍ଗା ମାଳି ଖଣି ଉତ୍ତୋଳନ ବନ୍ଦ କରିଦେବାକୁ ଚେତାବନୀ ଦିଆଯାଇଥିଲା। ବିସ୍ଥାପିତ ଓ ଜମିହରାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।( ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ)

Related posts

ରୋଷେଇ କରୁଥିବା ବେଳେ ନିଆଁ ଲାଗି ମହିଳା ଗୁରୁତର

Sunil Chandra Nayak

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Sunil Chandra Nayak

ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort