Uncategorizedଟିକେ ଛାଇ… by masihaJanuary 13, 2022January 17, 20220173 Share0 ॥ ଟିକେ ଛାଇ… ଜୀବନ କୁ କୋଳେଇ ନେବା ର ପ୍ରୟାସ…॥ ୧୩) ଜୀବନ_ ଚାଲିବା ର ପାଇଁ ଚାଲୁ ଥାଅ ଜୀବନ_ଅନ୍ୟ ଦୁଃଖ ପାଇଁ ବୁଝୁ ଥାଅ । ୧୪) ଆତ୍ମ ଜ୍ଞାନ ଅଟଇ ସବୁରି ମୂଳ ହାସଲ କର ଏହାରି ବିହୁନେ ନିବୃତ୍ତି କାହିଁ ସବୁ ଅସାର । _________ କୋଲନରା,ରାୟଗଡ଼ା ଜିଲ୍ଲା