ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିତାଂଶୁ ଜେନା ଙ୍କ କବିତା କୁଷ୍ମାଣ୍ଡା

        କୁଷ୍ମାଣ୍ଡା

ସାରଦର ପୂର୍ଣ୍ଣ ଇନ୍ଦୁ ଜିଣି ନଭ
ସ୍ୱସ୍ଛ ସରୋବର ଜଳ
ଆକାଶେ ଭାସୁଛି ଧବଳ ବଉଦ
ନଦୀ ବହେ କଳ କଳ
ଶୁଭ୍ର ପଣତକୁ ପ୍ରକୃତି ଲମ୍ବାଇ
କରେ ତୋତେ ସୁମରଣା
ଆସ ଗୋ ଓହ୍ଲାଇ ଏଇ ମରତକୁ
ଠାଣି ତୋର ବୀଣା ଜିଣା
ସ୍ୱରୂପ ପ୍ରକଟ କର ଗୋ ଜନନୀ
ମୃଦୁ ପଦପଲ୍ଲ ଦେଇ
ଧରାଵ ତରଣ ହେଉ ମହାମାୟୀ
ମଙ୍ଗଳ ଗୀତିକା ଗାଇ
ମହାବଳ ବ୍ୟାଘ୍ର ପୃଷ୍ଟେ ବିଦ୍ୟମାନ
ଅଙ୍ଗ ଆଭାରଣ ଯେତେ
ଝଲକି ଯାଉଛି ଚଉଦ ବ୍ରହ୍ମ।ଣ୍ଡ
ଉପମା କେଦେଵ ସତେ
ସର୍ବାଙ୍ଗ ଆବୃତ ରକ୍ତ ପାଟ ବସ୍ତ୍ର
କୁଞ୍ଚିତ କବରୀ ସତେ
ଅଷ୍ଟ ଆୟୁଧରେ ପରିପୂର୍ଣ୍ଣ ଭୁଜ
ସତେ ମାରତଣ୍ଡ ଜିତେ
ଦକ୍ଷକରେ ପଦ୍ମ ଧନୁ ଅଜଗବ
ତୀର ତୁଣୀରରେ ସଜ୍ଜା
କମଣ୍ଡଳୁ ଧରି ଆନତ ଭୁଜରେ
ଦନୁଜ କୂଳକୁ ଲଜ୍ଜା
ବାମକରେ ବୁଲେ ନିର୍ଘାତ ସୁଚକ୍ର
ଗଦାଭାର ଆନ ହସ୍ତେ
ଅକ୍ଷଜପାମାଳ ବିଲମ୍ବିତ ସଦା
ହେମ କୁମ୍ଭ କଟି ସସ୍ତ୍ରେ
ଚତୁର୍ଥକ ମହାବିଦ୍ୟା ଘୋର ରୁପା
ଗର୍ଜନ୍ତି ତର୍ଜନ୍ତି ରକ୍ଷ
ଦେବାକୁତ ଶାସ୍ତି ତବ ଆବିର୍ଭାବ
ଆସନ୍ତୁ ସେ ରକ୍ଷଭକ୍ଷ
ମହା ହୁଙ୍କାରରେ ଝଙ୍କୃତ ଧରଣୀ
ଝରୁଛି ରୁଧିର ଧାର
ସମ୍ଭାଳ ସମ୍ଭାଳ ଅନାର୍ଯ୍ୟାପି ସର
ମୂର୍ଖ ନରାଧାମ ବୀର
କଉଣପ ମାରି ଧରା ଉଶ୍ୱାସିବି
ଧର୍ମ ସଂସ୍ଥାପନ କରି
ଅଧର୍ମ ଉପରେ ଧର୍ମ ର ବିଜୟ
କରିବି ଆଜ ମୁଁ ଜୁରୀ
 
ଏହି ପ୍ରବୋଧନା ଦିଅନ୍ତି ଶିବାନୀ
ସୁନ୍ଦର ଶରତ କାଳେ
ଘେନ ପାଦ୍ୟ ଅର୍ଘ୍ୟ ପ୍ରଣତି ମାଲୋ
କଳୁଷତା ଯାଉ ଜଳି।।

ସିତାଂଶୁ ଜେନା

ସହ ସମ୍ପାଦକ
 ଓଡ଼ିଆ ଭାଷା ସାହିତ୍ୟ ପରିଷଦ, ଓଡ଼ିଶା

Related posts

ସାମ୍ବାଦିକ ଏକତା ସମାଜ ପରିବର୍ତ୍ତନର ମୁଳଦୁଆ, କହିଲେ ମଞ୍ଚାସୀନ ଅତିଥି

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort