ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ଥାନ ସଂରକ୍ଷଣକୁ ନେଇ ଅନୁସୂଚିତ ଜାତି ମଧ୍ୟରେ ଅସନ୍ତୋଷ

କୋକସରା– : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜିଲ୍ଲା ପରିଷଦ ଜୋନ ର ୮ଟି ପଞ୍ଚାୟତର ଅନୁସୂଚିତ ଜାତିର ସମସ୍ତ ସଭ୍ୟ ସଭ୍ୟା ମାନେ ସୋମବାର ଆମପାଣି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କୋକସରା ଜୋନ- ୧ ରେ ଜିଲ୍ଲା ପରିଷଦ ଆସନ ଅନୁସୂଚିତ ଜାତିଙ୍କ ପାଇଁ ଦାବି କରିଛନ୍ତି । ଦିର୍ଘ ୨୫ବର୍ଷ ପରେ ଆମପାଣି ଜୋନ ରେ ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷଣ ପ୍ରକାଶ ପାଇଥିଲା । ପରେ ପରିବର୍ତ୍ତନ କରି ଏହି ଆସନ ପାଇଁ ଅନୁସୂଚିତ ଜାତି ପୁରୁଷ ସ୍ଥାନ ଦିଆ ଯାଇଥିଲା ।  ତେବେ ଚୁଡାନ୍ତ ସଂରକ୍ଷଣ ଚିଠା ପ୍ରକାଶ ପରେ ଏହି ଜୋନରେ ଅନୁସୂଚିତ ଜାତି ପୁରୁଷ ସ୍ଥାନକୁ ପରିବର୍ତ୍ତନ କରି ଅନୁସୂଚିତ ଜନଜାତି ଆସନ ପ୍ରକାଶ ପାଇଛି । ଯାହା ଫଳରେ ଅନୁସୂଚିତ ଜାତି ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ସରକାର ଏହି ଜୋନରେ ପୁନଃର୍ବାର ଅନୁସୂଚିତ ଜାତି ପାଇଁ ଆସନ ସଂରକ୍ଷଣ କରାଯାଉ ବୋଲି ଅନୁସୂଚିତ ଜାତିର ସଭ୍ୟ ସଭ୍ୟା ମାନେ ଦାବି କରିଛନ୍ତି । ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତେବେ ଅନୁସୂଚିତ ଜାତି ପକ୍ଷରୁ ରାଜରାସ୍ତା କୁ ଓହ୍ଲେଇବା ପାଇଁ ବାଧ୍ୟ ହେବୁ ବୋଲି ଆଜି ଆମପାଣି ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଶରତ ଚନ୍ଦ୍ର ନାଏକ, ଦିନବନ୍ଧୁ ପାଣିଗ୍ରାହୀ, ଧରିତ୍ରୀ ବାଗ, ଦୟାନୀଧି ନାଏକ, ଖଗେଶ୍ୱର ପାଣିଗ୍ରାହୀ, ଶ୍ରୀକ୍ଷେତ୍ର ନାଏକ, ରାମନାଥ ଖମାରୀ, ମନୁ ଖମାରୀ, ମହାନ୍ତି ବାଗ, ତ୍ରିନାଥ ବେଶ୍ରା ସମେତ ଅନୁସୂଚିତ ଜାତିର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି ।( ମ ନି ସ )

Related posts

କଳାହାଣ୍ଡି ଉତ୍ସବ-୨୦୨୩ ପାଇଁ ବିଭିନ୍ନ କମିଟି ର ବୈଠକ , ଉତ୍ସବ ର ଲୋଗୋ ଉନ୍ମୋଚିତ ।

Sunil Chandra Nayak

ଆବାସ ଯୋଜନା ସାତ ସପନ, ପଲିଥିନ କୁଡ଼ିଆରେ ଦିନ କାଟୁଛନ୍ତି ବେଣୁଧର

Sunil Chandra Nayak

ହୋମ୍ ଟାଉନରେ ହାରିଲେ ସାଂସଦ ଓ ବିଧାୟକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort