ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ପଦବୀକୁ ନେଇ ବିଜେଡ଼ି ରେ ଫାଟ

ରାଇଘର,-:  ନବରଙ୍ଗପୁର ଜିଲ୍ଲା ବିଜେଡ଼ି ସଭାପତି ଙ୍କ ମନମୁଖୀ ଚୟନ ନେଇ ଦେଖାଦେଲା ତୀବ୍ର ବିରୋଧ, ଖବର ଅନୁଯାଇ ରାଇଘର ବ୍ଲକ ହଳଦୀ ପଂଚାୟତ ର ପୂର୍ବତନ ସରପଞ୍ଚ ଉପେନ୍ଦ୍ର ଗଣ୍ଡ ଙ୍କୁ ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଚୟନ ହେବା ପରେ ଦେଖା ଦେଇଛି ଜୋରଦାର ବିରୋଧ,ଉମରକୋଟ ନିର୍ବାଚନ ମଣ୍ଡଳୀ ତରଫରୁ 2019 ସେପ୍ଟେମ୍ବର ମସିହା ରେ ୩ ଜଣଙ୍କ ନାମ ଦିଆ ଯାଇଥିଲା ସେହି ମଧ୍ୟରେ ସୁଖଦେବ ଗଣ୍ଡ , ବୀରସିଂ ମାଝୀ, ଉପେନ୍ଦ୍ର ଗଣ୍ଡ ତିନି ଜଣକୁ ନେଇ ହଜାର ହଜାର ସମର୍ଥନ ରେ ଶୁକଦେବ ଗଣ୍ଡ ଙ୍କ ନାମ ଚୟନ କରି ଜିଲ୍ଲା ସଭାପତି ଙ୍କୁ ଏବଂ ରାଜ୍ୟ ସଭାପତି ଙ୍କୁ ଦିଆ ଯାଇଥିଲା ସେହି ଚୟନ କୁ ସ୍ଥଗିତ କରାଯାଇଥିଲା କିନ୍ତୁ ଗତ ୨୭ ତାରିଖ ରେ ଜିଲ୍ଲା ସଭାପତି କାହାକୁ ନ ଜଣେଇ ମନଇଚ୍ଛା ଉପେନ୍ଦ୍ର ଗଣ୍ଡ ଙ୍କୁ ଆଦିବାସୀ ଉନ୍ନୟନ ବିକାଶ ପରିଷଦ ଦାୟିତ୍ୱ ଦେଇ ଦେଇଥିବାରୁ ଉମରକୋଟ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଙ୍କ ସମେତ ସମସ୍ତ ବିଜୁଜନତା ଦଳ ର କର୍ମୀ ଏହାକୁ ଘୋର ବିରୋଧ କରୁଥିବାର ଦେଖୁବାକୁ ମିଳିଛି, ଯାହା ଫଳରେ ପୂର୍ବତନ ବିଧାୟକ ସୁବାଷ ଗଣ୍ଡ, ବ୍ଲକ ଅଧ୍ୟକ୍ଷା ନବୀନା ନାୟକ ଙ୍କ ସମର୍ଥନ ରେ ଚଲାଣପାରା ଗ୍ରାମ ରେ ରାଇଘର ବ୍ଲକ ର ସମସ୍ତ ବିଜୁଜନତା ଦଳ ର କର୍ମୀ ଏକତ୍ରିତ ହୋଇ ଏହି ଚୟନ କୁ ବିରୋଧ କରିଥିଲେ ଏହି ପଦକୁ ଯଦି ରଦ୍ଧ ନ କରାଯାଏ ତା ହେଲେ ଆଗାମୀ ଦିନ ରେ ବିଜୁ ଜନତା ଦଳ ର ସମସ୍ତ ନେତା ଏବଂ କର୍ମୀ ଇସ୍ତଫା ଦେବେ ବୋଲି ନିଷ୍ପତି ନେଇଛନ୍ତି, ଆଜିର ଏହି ବୈଠକ ରେ ଉମରକୋଟ ନିର୍ବାଚନ ର ପୂର୍ଵତନ ବିଧାୟକ ୪ ନମ୍ୱର ଜିଲ୍ଲା ପରିଷଦ ସଭ୍ୟ ଖଗେଶ୍ୱର ହରିଜନ, ରାଇଘର ବ୍ଲକ ଅଧକ୍ଷା ନବୀନା ନାୟକ,ଦଳିତ ସମାଜ ର ବରିଷ୍ଠ ନେତା ତଥା କୁମୁଲି ସମିତି ସଭ୍ୟ ରାମନାଥ କେଉଟ, ରବିସିଂ ପାଣ୍ଡେ, ଶୁକଦେବ ଗଣ୍ଡ, ଯୋଡ଼େଙ୍ଗା ପୂର୍ବତନ ସରପଞ୍ଚ ଟୁନୁରାମ ଗଣ୍ଡ, ରତିରାମ ଗଣ୍ଡ,ମନୋହର ଗଣ୍ଡ,ଦେବାଗାଁ ସରପଞ୍ଚ ଚରଣ ସିଂ ଗଣ୍ଡ, କୁମୁଲି ସରପଞ୍ଚ ଆସମତି ଗଣ୍ଡ,ହାତୀଗା ସମିତି ସଭ୍ୟ ଘାସିରାମ ଗଣ୍ଡ,ହାତୀଗା ପୂର୍ବତନ ସରପଞ୍ଚ ସନ୍ତୁରାମ ଗଣ୍ଡ, କାଚରାପାରା ସରପଞ୍ଚ ଶରତ ପୂଜାରୀ, ଗୋନା ସମିତି ସଭ୍ୟ କୁଅର ଗଣ୍ଡ,ପରଚିପାରା ସମିତି ସଭ୍ୟ ବାହାଲୁ ଗଣ୍ଡ,ଦେବାଗା ପୂର୍ବତନ ସରପଞ୍ଚ ସୁବାସ ଗଣ୍ଡ, ୪ ନମ୍ବର ଜୋନ ସଭାପତି ଶଙ୍କର ବର୍ମା, ତୁରୁଡି ପଂଚାୟତ ସଭାପତି ଦୁଲାଳ କାୟାସ୍ତ, ଏପିପି ତପନ ଗାଇନ, ସପନ ସରକାର, ସାଧୁରାମ ଗଣ୍ଡ, ପେସିରାମ ଗଣ୍ଡ, ଅଭିରାମ ଡାକୁଆ,ଟାଉନ ସଭାପତି ମୁନା ପାତ୍ର,ସୁରେଶ ଭାରତୀ, ପରମେଶ୍ୱର ଶ୍ରୀବାସ୍ତବ ଙ୍କ ସହ ଶତାଧିକ ବିଜୁ ଜନତା ଦଳ ଦଳିତ ସମାଜ ର କର୍ମୀ ଯୋଗ ଦେଇଥିବା ବେଳେ ଏପଟେ ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ବିଜେଡି ବ୍ଲକ ସଭାପତି ରାଇସିଂ ଗଣ୍ଡ, ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ଝାଙ୍କର, ତିନି ନୋ ଜିଲ୍ଲା ପରିଷଦ ସଦସ୍ୟ ତଥା ନବରଂଗପୁର ଜିଲ୍ଲା ପରିଷଦ ଉପଧକ୍ଷା ଲିପିକା ବାରୋଇ , ଏକ ନୋ ଜିଲ୍ଲା ପରିଷଦ ସଦସ୍ୟ ଯତୀନ୍ଦ୍ର ଗଣ୍ଡ, ଦୁଇ ନୋ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାନାର ଖରା। ପ୍ରକାଶ ଥାଉ କି ଗତ ଦିନରେ ପୁର୍ବତନ ବିଧାୟକ ସର୍ଗତ ଜଗବନ୍ଧୁ ମାଝୀ ଙ୍କ ଦ୍ଵାରା ଦଳିତ ସମାଜ ଗଠନ ପରେ ବ୍ଲକ ର ସମସ୍ତ ସରପଂଚ ଠାରୁ ଆରମ୍ଭ କରି ସମିତି ସଭ୍ୟ , ଜିଲ୍ଲା ପରିଷଦ ସଦସ୍ୟ ଜଗବନ୍ଧୁ ମାଝୀ ଙ୍କ ନେତୃତ୍ବ ରେ ହତେଇଥିଲା। ତାର କିଛି ବର୍ଷ ପରେ ସମସ୍ତ ଦଳିତ ସମାଜ ବିଜେଡିରେ ଯୋଗଦାନ କରିଥିଲେ। ତାପରେ ବିଜୁ ଜନତା ଦଳ 2009ମସିହାରେ ପ୍ରଥମ ଥର ପାଇଁ ଉମରକୋଟ ବିଧାୟକ ପଦ ହାତେଇ ଥିଲା ବିଜେଡି। ତାପରେ ଜଗବନ୍ଧୁ ମାଝୀ ଙ୍କ ମୃତ ପରେ ଉପ ନିର୍ବାଚନ ଏଵଂ 2014 ସାଧାରଣ ନିର୍ବାଚନ ରେ ସୁବାଷ ଗଣ୍ଡ ଉମରକୋଟ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। କିନ୍ତୁ ଗତ 2017ପଂଚାୟତ ନିର୍ବାଚନ ଓ 2019 ସାଧାରଣ ନିର୍ବାଚନ ରେ ରେ ଦଳୀୟ କନ୍ଦଳ ଯୋଗୁଁ ବିଜେଡି କୁ ଭୋଗିବାକୁ ପଡ଼ିଥିଲା। ବର୍ତମାନ ବିକାଶ ପରିଷଦ ଅଧ୍ୟକ୍ଷ ପରେ ବିଜେଡି ରେ ଦୁଇ ଭାଗ ହେବା ସହ ବିଜେଡି ରୁ ସମସ୍ତେ ଇସ୍ତଫା ଦେବେ ବୋଲି ଅସଂନ୍ତୁଷ୍ଟ ବିଜେଡି କର୍ମୀ କହିଛନ୍ତି।

ରାଇଘର, ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ନଦୀରେ ଫସି ଥିବା ଚାରି ଡ଼୍ରାଇଭରଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ 

Sunil Chandra Nayak

ଦୟନୀୟ ଅବସ୍ଥାରେ ଉତ୍ତେଇ କେନାଲ ,ବିଭାଗୀୟ ଅଧିକାରୀ କି ସରକାର ର ନିଘା ନାହିଁ

Sunil Chandra Nayak

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort