Uncategorizedଟିକେ ଛାଇ… by masihaJanuary 14, 2022January 17, 20220183 Share0 ॥ ଟିକେ ଛାଇ… ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥ ୧୫) ଅନ୍ୟ ସୁଖ ଦୁଃଖେ ଯିଏ ହୁଏ ତତ୍ପର ସିଏ ସାଧୁ ଜନ ସେ_ବିମଳ ଆତ୍ମା ର । ୧୬)ଶୋକ ମୋହ କ୍ରୋଧ ଲୋଭ ପୁଣି ଈର୍ଷା ଉଦ୍ବେଗେ ରହେ ବଢ଼େ ତା’ର ନିଶା । __________ କୋଲନରା,ରାୟଗଡ଼ା ଜିଲ୍ଲା