ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସିନାପାଲି ରେ ଅଦିନିଆ ବର୍ଷା, ବେହାଲ ଧାନ ମଣ୍ଡି

ନୂଆପଡ଼ା,

ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ଧାନ ମଣ୍ଡି। ସ୍ଵତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅବ୍ୟବସ୍ଥା ସ୍ଥାନରେ ଧାନ ମଣ୍ଡି ହୋଇଛି। କେଉଁଠାରେ ମଧ୍ଯ ଧାନ ମଣ୍ଡି ପାଇଁ ଖଳା କିମ୍ବା ଧାନ ରଖିବା ପାଇଁ ପିଣ୍ଡି ତିଆରି ହୋଇନାହିଁ। ଯେଉଁ ଠାରେ କିଛି ବ୍ୟବସ୍ଥା ରହିଛି ସେଠାରେ ମଣ୍ଡି ନ କରି ଖୋଲା ଆକାଶ ତଳେ ପଡିଆ ଜାଗାରେ କରଯଇଛି। ଯାହାଫଳରେ ଅଦିନିଆ ବର୍ଷା ଯୋଗୁଁ ପାଣି ଜମି ରହିଛି। ସରକାରୀ ସ୍ତରରେ ମଣ୍ଡି ପାଇଁ ସବୁପ୍ରକାର ସୁବିଧା ନ ଥାଇ ଅଲଗା ଜାଗା ଗୁଡିକରେ ଧାନ ବିକ୍ରୀ କରାଯାଉଛି। ଫଳରେ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରଶାସନ ତରଫରୁ କେବଳ ପଲିଥିନ ଦିଆଯାଇ କାମ କୁ ଶେଷ କରିଦିଆଯାଇଛି। ସିନାପାଲି ଅଞ୍ଚଳ ର ଚାଷୀ ମାନେ ବହୁ ପରିଶ୍ରମ ରେ ଧାର କରଜ କରି ଧାନ ଚାଷ କରିଛନ୍ତି। ଦୁଇ ପଇସା ପାଇ ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ଧାନ ମଣ୍ଡି ଗୁଡ଼ିକର ଅବ୍ୟବସ୍ଥା ଯୋଗୁଁ ଧାନ ବସ୍ତା ଗୁଡକ ବର୍ଷା ରେ ଭିଜି ରହୁଛି। ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଧାନ ମଣ୍ଡି ର ସୂ ବ୍ୟବସ୍ଥା କରିବା ପାଇଁ ଅଞ୍ଚଳର ଚାଷୀ ମାନେ ଦାବୀ କରୁଛନ୍ତ।ସୁଜିତ୍ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂଜାରୀଗୁଡାରେ ଧାନ ମଣ୍ଡି ମହିଳା ସ୍ୱୟଂ ସହାୟକ ଦଳ ର କ୍ରୟ ର ଶୁଭାରମ୍ଭ

Sunil Chandra Nayak

ପୂଣ୍ୟତିଥିରେ ମନେ ପଡନ୍ତି ଅଟଳ ବିହାରୀ ବାଜପେୟୀ, ଭାରତ ରାଜନୀତିର ଅନନ୍ୟ ବିନ୍ଧାଣୀ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ଦୁବ ଘାସ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort