ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସୀହା ଖବର କାଗଜରେ ବାରମ୍ବାର ଖବର ପ୍ରସାରଣ ହେବା ଫଳରେ ପ୍ରଶାସନ ପଦକ୍ଷେପ ଗ୍ରହଣ ଓ ସୌନ୍ଦର୍ଯ୍ୟ କରଣ

ଥୁଆମୁଳ ରାମପୁର: ମସୀହ :- ଥୁଆମୁଳ ରାମପୁର ବ୍ଳକ ମୂଖ୍ଯାଳୟ ଠାରେ ଦୁଇଗୋଟି ସାଗର ରହିଅଛି, ଏହି ସାଗର କାହିଁ କେତେ ଦିନରୁ ରାଜାରାଜୁଡା ଅମଳରୁ ସେମିତି ରହିଅଛି। ସାଗର ଧୀରେଧୀରେ ପଙ୍କ ଓ ଆବର୍ଜନାରେ ପରିପୂର୍ଣ୍ଣ ହେବାରେ ବସଲାଣି ସ୍ଥାନୀୟ ବାସିନ୍ଦା ଦୁଇଗୋଟି ସାଗର ଉପରେ ନିର୍ଭର କରିଆସୁଛନ୍ତି।ଏହାର ଜଳ ବର୍ତ୍ତମାନ ଦୁଷିତ ହେବାକୁ ଲାଗିଛି ତଥାପି ଲୋକେ ଗୋଧୋଇବା ପାଇଁ ବାଧ୍ୟ ହେଉଛନ୍ତି, ଅମରି ଓ ଅନାବନା ଘାସଲତାରେ ପରିପୂର୍ଣ୍ଣ ହୋଇ ଏକପ୍ରକାର ଅସ୍ବାସ୍ଥ୍ଯକର ପରିବେଶ ସୃଷ୍ଟି ହୋଇଅଛି। ଦୁଷିତ ଜଳରେ ଯଦି ଲୋକେ ଗାଧୋଇବେ ତେବେ ଆଗତ ଭବିଷ୍ୟତରେ ଚର୍ମରୋଗ ଓ ଅଜଣା ରୋଗର ଶିକାର ହେବା ବିଷୟକୁ ଏଡାଇ ଦିଆ ଯାଇ ନପାରେ,ଦୀର୍ଘ ବର୍ଷରୁ ଏହି ସାଗର ଦ୍ବୟର ପଙ୍କୋଧାର କରାଯାଇନାହିଁ। ଯାହାଫଳରେ ଏଠିକାର ଜଳ ଆହୁରି ଦ୍ବିଗୁଣିତ ଦୁଷିତ ହେବାକୁ ବସିଲାଣି, ଦୁଇଗୋଟି ସାଗର ମଧ୍ଯସ୍ଥଳରୁ ମୁଖ୍ୟ ରାସ୍ତା ଲମ୍ବିଯାଇଛି, ଯାହାକି ବିପଦ ଥିବା ଆଶଙ୍କା କରାଯାଉଛି। ଉକ୍ତ ରାସ୍ତା ଟି ଭବାନୀପାଟଣା କଲମପୁର ଓ କାଶିପୁରକୁ ଗମନାଗମନ ପାଇଁ ସଂଯୋଗ କରୁଅଛି, ନିତିପ୍ରତିଦିନ ଦୁଇଗୋଟି ସାଗର ମଝିରେ ରହିଅଛି ଓ ଆଗକୁ ଲମ୍ବି ଯାଇଛି ରାସ୍ତାରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଗାଡିମଟର ଓ ଲୋକଙ୍କ ଗମନାଗମନ ହୋଇଥାଏ,ସାଗରର ଉନ୍ନତି ଓ ପଙ୍କଉଦ୍ଧାର କରିବା ଓ ପରିଷ୍କାର କରାଇ ସହିତ ସାଗରର ହୁଡାର ଚତୁର୍ଥ ପାର୍ଶ୍ଵରେ ସୌନ୍ଦର୍ଯ୍ୟ କରଣ ନେଇ ଜନପ୍ରତିନିଧି ଓ ପ୍ରଶାସନ ଉଦାସୀନ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ କରିଛନ୍ତି, ଥୁଆମୁଳ ରାମପୁର ବ୍ଳକ ମୂଖ୍ଯାଳୟ ହୋଇଥିବା ଯୋଗୁଁ ଏଠାକୁ ଅନେକ ଜନସାଧାରଣ,ନେତା ମନ୍ତ୍ରୀ,ଓ ସରକାରୀ ବାବୁ ମାନଙ୍କର ଆଗମନ ହୋଇଥାଏ।  ହେଲେ ସାଗର ପ୍ରତି କାହାରି ଦୃଷ୍ଟିଗୋଚର ହେବା ଭଳି ମନେ ହୁଏ ନାହିଁ, ଦୁଇଗୋଟି ସାଗରର ପାରିପାର୍ଶ୍ବିକ ବିକାଶ ଯଦି ହୁଏ ତେବେ ନିଶ୍ଚୟ ଲୋକଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି, ଗ୍ରାମପଞ୍ଚାୟତ ତରଫରୁ ଦୁଇଗୋଟି ସାଗରର ଅନାବନା ଘାସ ଓ ଅମରି ସଫା କରିବା ନାଁରେ ବର୍ଷକୁ ବର୍ଷ ଅର୍ଥ ଖର୍ଚ୍ଚ କରାଯାଉଛି,ତାହା ଏକପ୍ରକାର ଠିକାଦାର ପୋଷା ନୀତି ଓ ବିଭାଗୀୟ ଅଧିକାରୀଙ୍କ ଲାଭକୁ ନେଇଚାଲିଛି। ନାମକୁ ମାତ୍ର ସଫା କରିବା ନାଁରେ ଅର୍ଥକୁ ବାଟମାରଣା କରାଯାଉଛି,ଯାହାକି ସନ୍ତୋଷ ଜନକ ହୋଇପାରୁ ନାହିଁ, ତେବେ ଏହି ଦୁଇଗୋଟି ସାଗରରକୁ ସ୍ଵତନ୍ତ୍ର ଭାବରେ ପ୍ରଶାସନ ଦୃଷ୍ଟି ଦେଇ ପଙ୍କଉଧାର ସହ ସୌନ୍ଦର୍ଯ୍ୟ କରଣ କରାଯାଉ ବୋଲି ଦାବି କରି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ଉନ୍ନୟନ ଦିଗରେ ସଚେତନ ସୃଷ୍ଟି କରିବା ନେଇ ବାରମ୍ବାର ମସୀହା ଖବରରେ ପ୍ରକାଶ ପାଇ ଆସୁଥିଲା।ସେହି ବିଷୟକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଦୁଇଗୋଟି ସାଗରରୁ ମାତ୍ର ଗୋଟିଏ ସାଗରର ସୌନ୍ଦର୍ଯ୍ୟ କରଣ ଉପରେ ପ୍ରଶାସନ ଧ୍ଯାନ ଦେଇଛନ୍ତି। ଯାହାକି ଥୁଆମୂଳ ରାମପୁର ଗ୍ରାମର ମଧ୍ୟ ଭାଗର ପଶ୍ଚିମ ଦିଗରେ ଥିବା ସାଗରକୁ ଗ୍ରାମ୍ଯ ଉଦ୍ଯାନ ସୃଷ୍ଟି କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଥିବା ବେଳେ ସୌନ୍ଦର୍ଯ୍ୟ କରଣ କାର୍ଯ୍ଯ ଆଗେଇ ଚାଲିଥିବା ଜଣାପଡଛି। ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

ଧର୍ମଗଡ ରେ ଏଚଡିଏଫସି ବ୍ୟାଙ୍କ ନୂତନ ଶାଖା ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort