ମିନିଗଳ୍ପ-
କୋଭିଡ୍ କଟକନା ଭିତରେ ଗଲା ଦି ବଛର୍ ଗଡିଗଲା l ଇହାଦେ ଇହାଦେ ଦୁକାନ ବଜାର ଖୁଲିଛେ, ଗାଡ଼ିମଟର୍ ଚାଲଲା l ଲୁକେ ଟୁଣି କାଢ଼ି ବସଲେ ନ ! ଇ ସମିଆଁ ଦେଖି ମଙ୍ଗଲୁ ଆଏବାର୍ ମାଘ୍ ମାସେ ପୋ’ର୍ ବିହା ଠିକ୍ ଦମ୍ କରିଛେ l ସୁରୁଖୁରୁ ନେ ପଟେଇ ଦେବା l ନି ହେଲେ ଗଲା ବଛର୍ ବାଗିର୍ ହଏରାନ୍ ହେବା l ଏନ୍ତା ଭାଲି ଭାଲି ଖୁଲି ଖଟ୍ ପକେଇ ବସିଥାଏ ମଙ୍ଗଲୁ l ସେ ବାଟ୍ ଦେଇ ଟେରେନ୍ ଟେସନ୍ ନୁ ଫିରୁଥାଏ ଗାଁର୍ ପିଲା ରାଜୁ l ରାଜୁ କେ ଦେଖି ମଙ୍ଗଲୁ କାନା ହେଲା ବବା, ସୁରତ୍ କେ କବାର୍ କରି ଯଉଥିଲ ପରେ ଫିରୁଛ ଜେ ? ନାଇଁ ବବା ଜିମି କାନା, ଆର୍ ଘାଏ କରୋନା ଭୁତାନୁ (ଓମିକ୍ରନ୍) ଫିରୁଛେ l ଫିନ ଛ ଗୁନା ଅଏଦକା ଡେଗି ପାର୍ବା ପରେ ସୁନି କରି ଟେରେନ୍ ଟେସନ୍ ନୁ ଫିରି ଆଉଛେ l ଜିବନ୍ ଥିଲେ ଜିବକା ଅଛେ ବବା l ଗଲା ଥରର୍ ଅସବିଧା ଏହାଦେ ଭି ମନେ ଅଛେ l ରାଜୁ ବବାର୍ କଥା ସୁନି ମଙ୍ଗଲୁ, ଭାଏରସ୍ ଯଦି ଫିରୁଛେ ତ୍ ମୁଇଁ କାଏଁ ଯେ ଦି ପାହା ପଛକେ ନାଇଁ ଫିର୍ ମି ! ଜୀବନ୍ ଥଉ ଆଏଜ୍ ନି ହେଲେ କାଲ୍ କେ ପୋ ବିହା କର୍ମି l ରାଜୁ ଆର୍ ମଙ୍ଗଲୁ ସରକାର୍ ର ନିଅମ୍ ମାନି ଚଲଲେ ଆରୁ ଲୁକ୍ କେ ଭି ଭୁଟାନୁର୍ ନୁଆଁ ଭେଶ୍ ଓମିକ୍ରନ୍ ବିଶେ ଜନାଲେ l
( ମସୀହା ପ୍ରତିନିଧି, କର୍ଲାମୁଣ୍ଡା )
ତେରେସିଂହା, ଜି.କଳାହାଣ୍ଡି
ମୋ- ୭୮୯୪୬୫୮୨୭୪