ଛାଇ
:::::: ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ… ॥
୧୯) ସମୟ ଅଟଇ ମହା ମୂଲ୍ୟବାନ
ସମୟ ର ଗତି ଅତି ପ୍ରଖର
ଅଳସୁଆ ଗୁଣ ରହିଲେ ତମର
ବାକି ରହି ଯିବ ସବୁ କାର୍ଯ୍ୟ ର ।
୨୦) ଜୀବନ ଅଟେ କି ବନ୍ୟା ନା ନିଆଁ
ଭୂମିକମ୍ପ ଅବା ମରୁଡ଼ି
ସବୁ ବେଳେ ଦ୍ୱନ୍ଦ୍ୱ ଲାଗି ରହିଚି
ଜୀବନ କୁ ଦିଅ ସଜାଡ଼ି ।
——————————————————–
କୋଲନରା,ରାୟଗଡ଼ା ଜିଲ୍ଲା