ନାଲକୋ ନଗର ( ଆର୍ତ୍ତତ୍ରାଣ ପାଣି ) : ନାଲକୋ ନଗର ସ୍ଥିତ ଚନ୍ଦ୍ର ଶେଖର ଜେନା ବୟସ ବତିଶ ଅନୁଗୋଳ ଜିଲ୍ଲାର ଜଣେ ଜଣାଶୁଣା ନା’ କହିଲେ ଅତ୍ୟୁକ୍ତି ହେବ ନାହିଁ l ବିଶେଷତଃ ପଶୁ, ପକ୍ଷୀ, ଶରିଶୃପ ସୁରକ୍ଷା ନିମିତ୍ତ ତାଙ୍କ ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ବସୀଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ l ଟ୍ରକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତମ୍ବୀଭୁତ କରିଦେଇଛି l
previous post
next post