ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକକୋଟା ଗ୍ରାମରେ ଗଡ୍ରାମରା ପର୍ବ ଅନୁଷ୍ଠିତ

ଥୁଆମୂଳ ରାପୁର : ମସୀହା:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ଡାକକୋଟା ଗ୍ରାମରେ ଗଡ୍ରାମରା ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ପର୍ବର ପ୍ରାରମ୍ଭରେ ପ୍ରଥମେ ଗୁଡିଚକା କାର୍ଯ୍ଯକ୍ରମ ଗତ ଡିସେମ୍ବର ମାସ ୧୨/୧୧/୨୦୨୧ ତାରିଖରେ ଆଦିବାସୀ ସମ୍ପ୍ରଦାୟର ଲୋକ ଓ ଅନ୍ଯାନ୍ଯ ସମ୍ପ୍ରଦାୟର ଲୋକଙ୍କ ସହ ବିଭିନ୍ନ ଗ୍ରାମର ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରା ଯାଇଥିଲା।  ଗ୍ରାମଦେବୀଙ୍କ ପୀଠ ଯଥା ଗୁଡି ଠାରି ରୀତିନୀତି ଅନୁଯାୟୀ ଶୁଭ ବେଳାରେ ପୂଜାର୍ଚ୍ଚନା ନିଜ କଥିତ ଭାଷାରେ ଉଚ୍ଚାରଣ ସହକାରେ ହୋଇଥିଲା। ଠିକ୍ ଏହାର ୩୫ ଦିନ ପରେ ଜାନୁଆରୀ ମାସ ୧୬/୧/୨୦୨୨ ରିଖ ରବିବାର ଦିନ ଗ୍ରାମରେ ଆନନ୍ଦ ଉଲ୍ଲାସର ସହକାରେ ଗଡ୍ରାମରା ପର୍ବ ଟି ପାଳନ କରାଯାଇଛି। ଏହି ପର୍ବ ହେଲା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କର ବର୍ଷକର ମୁଖ୍ୟ ପର୍ବ ବୋଲି ଧରାଯାଇଛି। ପୂର୍ବ ଦିନ ଗୁଡି ଠାରେ ରାତ୍ରୀ ତମାମ ବିଭିନ୍ନ ଗ୍ରାମରୁ ଦିଶାରୀ ମାନଙ୍କ ସମାଗମ ହୋଇଥିଲା ନିଜନିଜ ଦେବୀ ଲାଠୀ, ଟାଙ୍ଗୀ, ଛୁରୀ କୁ ପୂଜାର୍ଚ୍ଚନା କରି ସଜବାଜ ହୋଇ ଡାକକୋଟା ଗ୍ରାମକୁ ପହଞ୍ଚିଥିଲେ। ସେଠାରେ ଆନନ୍ଦ ସହକାରେ ଖାଇପିଇ ମଜାମଜଲିସରେ ରାତି କଟେଇଥିଲେ।  ରବିବାର ସକାଳ ସମୟରେ ଗୁଡିରେ ପୂଜାର୍ଚ୍ଚନା ସହକାରେ ବିଧିବିଧାନ ଶେଷ ହେବାପରେ ଗଡ୍ରାମରା ସ୍ଥାନକୁ ବା ଯାତ୍ରା ପଡିଆ ଅଭିମୁଖେ ଗଡ୍ରାକୁ ଧରି ବିଭିନ୍ନ ବାଦ୍ଯଯନ୍ତ୍ର ଓ ନିଶାନ ବାଦ୍ଯର ତାଳେ ତାଳେ ନୃନ୍ଯ କରିବା ସହ ଅନେକ ଲୋକଙ୍କ ମଧ୍ୟରେ ଗଡ୍ରା ପହଞ୍ଚି ଥିଲା। ଯାତ୍ରା ପଡିଆରେ ପହଞ୍ଚିବା ପରେ ଧରଣୀ ଠାରେ ବିଭିନ୍ନ ଗ୍ରାମର ଦିଶାରୀ ମାନେ ଉପସ୍ଥିତ ରହିଥିଲେ ସର୍ବମୋଟ ୬୦ ଗୋଟି ଟାଙ୍ଗୀ ଓ ଛୁରୀ ଉପସ୍ଥିତ ରହିଥିବା ସୂଚନା ମିଳିଥିଲା। ସେମାଙ୍କୁ ଗଡ୍ରାର ମାଂସ ନେବାପାଇଁ ନିୟମ ଅନୁସାରେ ଗୋଟିଏ ପରେ ଗୋଟିଏ ଡକାଇ ଦିଆଯାଇଥିଲା। ଏହି ପର୍ବକୁ ଡାକକୋଟା ଗ୍ରାମବାସୀ ଓ ସ୍ବାମୀ ବିବେକାନନ୍ଦ ଯୁବକ ସଙ୍ଘ ଆୟୋଜନ କରିଥିଲା। ସହଯୋଗ କରିଥିଲେ ପଡୋଶୀ ଗ୍ରାମବାସୀ ଓ ବନ୍ଧୁବାନ୍ଧବ। ସରସ ସୁନ୍ଦର ଶାନ୍ତିପୂର୍ଣ୍ଣ ଭାବରେ ପର୍ବଟି ଶେଷ ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସିନାପାଲି ଥିପାଖୋଲ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ରଙ୍କୁ ଦାବୀପତ୍ର

Sunil Chandra Nayak

ସଚେତନତା ହିଁ ଦେବ ଶିଶୁଙ୍କୁ ସୁରକ୍ଷା

Sunil Chandra Nayak

ଖଡ଼ିଆଲ ପୋଲିସ ଦ୍ବାରା ନିରୁଦିଷ୍ଠ  ଉଦ୍ଧାର

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort