ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକୋମୁଣ୍ଡା ପେଟ୍ରୋଲ ପମ୍ପ ବୁଲାଣିରେ ମର୍ମଦୁନ୍ତ ଦୁର୍ଘଟଣା

ଦୁଇ ମୃତ ଜଣେ ଗୁରୁତର

କେସିଙ୍ଗା –    ଉତ୍କେଲା,୧୬୦୧,ନିପ୍ର,କେସିଙ୍ଗା ଥାନା ଚାଞ୍ଚେର ପଞ୍ଚାୟତ କୋକୋମୁଣ୍ଡା ପାଖ ପେଟ୍ରୋଲ ପମ୍ପ ବୁଲାଣି ନିକଟରେ ଏକ ଆପାଚି ବାଇକ OD15L 1255 ରେ ଭବାନୀପାଟଣା ପଟୁ କେସିଙ୍ଗା ଆସୁଥିବା ସାଢେ ଆଠଟା ସମୟରେ ଭାରସାମ୍ୟ ହରାଇ ତାଲ ଗଛରେ ପିଟି ହେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଲେ ଜଣେ ଗୁରୁତର ଆହତ ହୋଇଛନ୍ତି। ଜଣଙ୍କ ପର୍ଶରୁ ଠିକଣା ସମ୍ବଲପୁର ର ନିଶାନ୍ତ ଦାଶ ଟିଟିଲାଗଡ ରେ ଏଓ ରୁପେ କାର୍ଯ୍ୟରତ ଥିବା ଜଣା ପଡିଛି ଓ ଆଉ ଜଣେ ଧର୍ମଗଡ଼ ବେହେରା ର ଅଶୋକ ନାଏକ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି। ଆଉ ଜଣଙ୍କ ସଠିକ ପରିଚୟ ମିଳିପାରିନାହିଁ। ତାଲ ଗଛରେ ଏତେ ଜୋରରେ ପିଟି ହୋଇଛନ୍ତି ଯେ ଜଣଙ୍କ ମୁଣ୍ଡ ମୁହଁ ଚେହେରା ସଂପୁର୍ଣ ମାତ୍ରାରେ ଚିହ୍ନି ହେଉନାହିଁ। କିଏ ଅଶୋକ ଏବଂ ନିଶାନ୍ତ ଚେହେରା ଚହ୍ନିବା ମୁସ୍କିଲ ହୋଇଛି। ଘଟଣା ସ୍ଥଳରେ ଉତ୍କେଲା ଓ କେସିଙ୍ଗା ପୋଲିସ ପହଞ୍ଚି ଶବଟିକୁ ଅମ୍ବୁଲେନସ୍ ଯୋଗେ କେସିଙ୍ଗା ଡାକ୍ତରଖାନା କୁ ପଠାଯାଇଛି।( ଅର୍ଜୁନ ପୋ ଢ଼ ଙ୍କ ରିପୋର୍ଟ)

Related posts

ମଣ୍ଡେଇ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କଳାହାଣ୍ଡିରେ ୧୦୦ଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଳିଙ୍ଗ ବୈଶ୍ୟ ସମାଜ ସଙ୍ଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଶୈବପିଠ ସଫେଇ ଓ ଉନ୍ନତୀକରଣ କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort