ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖମାର ହଳଦିପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ

ଗୋଳାମୁଣ୍ଡା/ମସିହା/ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମନୋନୟନ ପତ୍ର ଦାଖଲ କରିବାର ପ୍ରଥମ ଦିବସ ଅବସରରେ ଗୋଳାମୁଣ୍ଡା ବ୍ଲକରେ ଅନେକ ସ୍ଥାନରେ ମନୋନୟନ ପତ୍ର ଦାଖଲ କରି ଥିବା ବେଳେ ଖମାରହଲଦି ଗ୍ରାମପଞ୍ଚାୟତରେ ଆଜି ଠାରୁ ମନୋନୟନ ପତ୍ର ଗ୍ରହଣ କରିଥିଲେ, ଏହି ଅବସରେ ସରପଞ୍ଚପ୍ରାଥୀ ଭାବେ ଭୁବନେଶ୍ୱର ନିଆଲ ଆଜି ନିଜ ସମର୍ଥକ ମାନଙ୍କୁ ସାଙ୍ଗରେ ନେଇ ଇଲେକ୍ସନ ଅଫିସର ସଂଜୟ ପଧାନ ଙ୍କୁ ମନୋନୟନ ପତ୍ର ଦାଖଲ କରିଥିଲେ, ମନୋନୟନ ପତ୍ର ଦାଖଲ ପାଇଁ ଶତାଧିକମହିଳା ଓ ପୁରୁଷ ଲୋକ ତାଙ୍କ ସହିତ ହଳଦି ତ୍ରିଛକ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ହୁଳହୁଳି ଓ ସ୍ଲୋଗାନଦେଇ ଥିବାର ଦେଖିବାକୁମିଳିଥିଲା,ସେ ମୁଖ୍ୟତୋ ହଳଦି ଗ୍ରାମପଂଚାୟତର ଘୋଟିଆ, ପଂଜିଆ, ସାଗରଭଟା ର ଅସହାୟ ଅବସ୍ଥାରେ ଗତି କରୁଥିବା ଲୋକଙ୍କ ପ୍ରତି ବହୁ ସାହାଯ୍ୟ କରି ଥାଆ ସ୍ଥାନୀୟ ଜନସାଧାରଣ ଆଜି ଚଳଚଞ୍ଚଳ ହୋଇ ଥିଲେ ଓ କୋରନା ର ନିତି ନିୟମ ଅନୁସାରେ ଉପସ୍ଥିତ ଥିଲେ ସୁଜନ ମାଝୀ, ପତିରାମ ନାଇକ, ବିଘ୍ନ ନିଆଲ, ମହାଦେବ ନିଆଲ, ମୁନା ଗୋପାଳ, ପବିତ୍ର ଗୋପାଳ ପ୍ରମୁଖ ଯୋଗ ଦେଇଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

Related posts

ହଳଦି ଗ୍ରାମ ପଞ୍ଚାୟତ ସ୍ତରିୟ ଡମ୍ବସମାଜ ବିକାଶ ପରିଷଦର ସାଂଗଠନିକ ସଭା

Sunil Chandra Nayak

ପ୍ରେମ, ବିବାହ ଓ ବିଛେଦକୁ ନେଇ ଆସୁଛି ‘ହାର୍ଟ ଲେସ୍‌’

ସପ୍ତଶଯ୍ୟା ଠାରେ ତୀର୍ଥ ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ ଲୋକାର୍ପିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort