Uncategorizedଜହ୍ନରାତି by Sunil Chandra NayakJanuary 18, 2022January 23, 20220227 Share0 *ଜହ୍ନରାତି ** _ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ॥ ଜହ୍ନରାତି ର କବିତା… ଦେହ ଭର୍ତ୍ତି…ମନ ଭର୍ତ୍ତି... ॥ ୧) କୋଟିଏ ଗୀତ ର ସୁର ଶୁଭେ ମଧୁର ଝଂକାର _ ୨) ସରଗ ତରା ପରି ତମ ରୂପ ଶୀତ ର ଶିଶିର ଭିଜା ଗୋଲାପ ! __________ କୋଲନରା,ରାୟଗଡ଼ା ଜିଲ୍ଲା