ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ୟ ବିବାହ ଅଟକାଇଲା   ଚାଇଲ୍ଡ ଲାଇନ    ଓ     ଶିଶୁ ବିକାଶ ପ୍ରକଳ୍ପ 

ନୂଆପଡା ଜିଲ୍ଲା ର କୋମନା ବ୍ଲକ ସ୍ଥିତ ଲଖନା ଥାନା ଅନ୍ତର୍ଗତ କୁରୁମପୁରୀ ଗ୍ରାମ ପଞ୍ଚାୟତ ରେ ଏକ ୧୬ ବର୍ଷ ୩ ମାସ ର ଝିଅ ଓ ୧୭ ବର୍ଷ ୫ ମାସ ର ଝିଅ ର ବାଲ୍ୟ ବିବାହ କୁ ଅଟକାଇଲା ଚାଇଲ୍ଡ ଲାଇନ ଓ ଜିଲ୍ଲା ପ୍ରଶାସନ ।୧୬ ବର୍ଷ ୩ ମାସ ର ଝିଅ ର ବାହାଘର ରାଏପୁର ସ୍ଥିତ ପିଥୋରା ଓ ୧୭ ବର୍ଷ ୫ ମାସ ଝିଅ ର ବାହାଘର ସରାବଙ୍ଗ ଗ୍ରାମପଂଚାୟତ ର ଏକ ଗ୍ରାମରେ ହେବାକୁ ଯାଉଥୁଲା ବାହାଘର, କିନ୍ତୁ ଝିଅ ୨ ଜଣ ଙ୍କ ବିବାହ ବୟସ ହୋଇନଥିବା ଯୋଗୁ କେହି ବ୍ୟକ୍ତି ୧୦୯୮ ରେ କଲ କରି ଚାଇଲ୍ଡ ଲାଇନ କୁ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦେଇଥିଲେ ନୂଆପଡା ଚାଇଲ୍ଡ ଲାଇନ ସେକ୍ଟର ସଂଯୋଜକ ମୁକେଶ କୁମାର ଯୋଶୀ, କାଉନ୍ସେଲୋର ହୋସନା ଅକ୍ତରୀ ଓ ସଦସ୍ୟ ସବିତା ସୁନାନି, ମନସ୍ଵିନୀ ସାହୁ, ଦିନେଶ ସାହୁ, ଡିଗେଶ୍ବରୀ ସାହୁ, ସୁନାଧର ସୁନାନି, ଭାନୁ ପ୍ରତାପ ମାଝୀ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ ର ଇନଚାର୍ଜ ସି ଏମ ପି ଓ ନମିତା ପାଢୀ, ସୁପରଭାଇଜର ସ୍ଵର୍ଣ ଲତା ଘଡେଇ, , ଏବଂ ଗ୍ରାମର ଭଦ୍ର ଲୋକ, ଅଙ୍ଗନବାଡି କର୍ମୀ, ଉଭୟ ପକ୍ଷ ସମାଜ ର ଭଦ୍ରବ୍ୟକ୍ତି ଓ ଲଖନା ପୁଲିସ ଙ୍କ ଉପସ୍ଥିତି ରେ ବର ପକ୍ଷ ଓ କନ୍ୟା ପକ୍ଷ ର ଉପସ୍ଥିତ ପରିବାର ଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ର ଭୟା ଭୟ ପରିଣିତି, ବାଲ୍ୟ ବିବାହ ର କୁ ପରିଣାମ ଉପରେ ଆଲୋଚନା କରି ଉକ୍ତ ପରିବାର ଙ୍କୁ ସଚେତନ କରାଯାଇଥିଲା । ନା ବାଳିକା ଦ୍ଵୟ ର ସୁରକ୍ଷା ଅଭାବ ଥିବା ଯୋଗୁ ଚାଇଲ୍ଡ ଲାଇନ, ସମନିତ ଶିଶୁ ବିକାଶ ପ୍ରକଳ୍ପ ଦ୍ବାରା ଜିଲ୍ଲା ଶିଶୁ ମଙ୍ଗଳ ସମିତି ରେ ହସ୍ତାନ୍ତର କରିବାକୁ ନିଷ୍ପତି କରଯାଇଥିଲା କିନ୍ତୁ ପରିବାର ଲୋକ ଉକ୍ତ ନାବାଳିକା କୁ ହସ୍ତାନ୍ତର କରିବାକୁ ନ ଚାହିଁବା ଯୋଗୁ ସେମାନେ ଯେମତି ଉକ୍ତ ନା ବାଳିକାଙ୍କର କୌଣସି ସୁରକ୍ଷା ରେ ଅବହେଳା ନ କରନ୍ତି ସେଥି ପାଇଁ ମଧ୍ୟ ପରିବାର ଲୋକ ଦାଇ ରହିବେ ବୋଲି ସମ୍ମତି ପ୍ରଦାନ କାଲେ ଏବଂ ଯେଉଁ ପର୍ଯ୍ୟନ୍ତ ଉକ୍ତ ନାବାଳିକାଙ୍କୁ ୧୮ ବର୍ଷ ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କ ର ବିବାହ ନକରିବାକୁ କନ୍ୟା ପକ୍ଷ ଓ ବର ପକ୍ଷ ଲିଖୁତ ଆକାର ରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନେଲେ ଓ ଜଣାଇଲେ । ଉକ୍ତ ନିଷ୍ପତି ଅବମାନନା କଲେ ଆଇନ ଅନୁଯାଇ ଦଣ୍ଡ ବିଧାନ ପାଇ ମଧ୍ଯ ରାଜି ହୋଇଛନ୍ତି। ଅନଲାଇନ ଦ୍ବାରା ଜିଲା ଶିଶୁ ମଙ୍ଗଳ ସମିତି ର ଅଧକ୍ଷ୍ୟ ଶ୍ରୀ ରମେଶ ଚନ୍ଦ୍ର ଭୋଇ ସଭ୍ୟ ଶ୍ରୀ କୁମୁଦ କୁମାର ହୋତା ଓ ଅସ୍ବିନୀ ପାତ୍ର ଙ୍କ ନିକଟରେ produce କରାଗଲା ।ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ମୁଖ୍ୟ ଭୂମିକା ଚାଇଲ୍ଡ ଲାଇନ ନୂଆପଡା, ସମ୍ମାନିତ ଶିଶୁ ବିକାଶ ପ୍ରକଳ୍ପ କୋମନା, ପୁଲିସ ଲଖନା, ଜିଲ୍ଲା ପ୍ରଶାସନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୂତନ ଶ୍ରେଣୀ ଗୃହ ଓ ସ୍ବାସ୍ଥ୍ୟ ଶିବିର ଉଦ୍ଘାଟିତ

Sunil Chandra Nayak

ସହଦେଵ ବେହେରା ଙ୍କ କବିତା – ସଞ୍ଚୟ

Sunil Chandra Nayak

ପରିତ୍ୟକ୍ତ କୂଅ ରୁ ନବଜାତକ ର ଗଳିତ ଶବ ଉଦ୍ଧାର କଲେ ଅଗ୍ନିଶମ ଓ ପୋଲିସ କର୍ମଚାରୀ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort