ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

SSC, Bank ର କୋଚିଂ କ୍ଳାସ ଖରିଆର ରେ ପ୍ରଥମ ଥର ପାଇଁ ଆରମ୍ଭ

ନୂଆପଡା ଜିଲ୍ଲା ଖରିଆଳ ସ୍ଥିତ ଶାନ୍ତିନଗର୍ ରେ ଅର୍ଣ୍ଣବ୍ କ୍ୟାରିଅର ପଏଣ୍ଟ ର ପରିଚାଳକ ପ୍ରବୀଣ ଠାକୁର ଓ ଅସୀମ ବଞ୍ଛୋର୍ ଙ୍କ ତତ୍ତ୍ୱାବଧାନରେ SSC, Bank, Railway,Osstet ଏବଂ ଅନ୍ୟାନ୍ୟ ସରକାରୀ ଚାକିରି ପାଇଁ କୋଚିଙ୍ଗ କ୍ଲାସ୍ ଆରମ୍ଭ ହୋଇଛି । ଆଜି ମଙ୍ଗଳବାର ଦିନ ପ୍ରଥମ ବ୍ୟାଚ ଆରମ୍ଭ ହୋଇଯାଇଛି। ଏଠାରେ ଛାତ୍ର ଛାତ୍ରୀ ମାନଙ୍କୁ ଅର୍ଣବ କ୍ୟାରିଅର ପଏଣ୍ଟ ର ନିଜସ୍ଵ ପବ୍ଲିକେସନ ସ୍ଟଡୀ ମ୍ୟାଟେରିଆଲ ଦିଆଯାଇଥିଲା। ଏଥିରେ ଅନେକ ପ୍ରକାରର ସୁବିଧା ଯଥା ଲାଇବ୍ରେରୀ, ହଷ୍ଟେଲ, ଡାଉଟ୍ କ୍ଲିଆରୀଙ୍ଗ କ୍ଲାସ୍, ଅନଲାଇନ/ ଫିଜିକାଲ ମୋକଟେଷ୍ଟ , ଜି.ଡି. ପର୍ସନାଲ୍ ଇଣ୍ଟର୍ଭ୍ୟୁ କ୍ଲାସ୍ ଓ ଅନ୍ୟାନ୍ୟ ସୁବିଧା ସବୁ ଦିଆଯାଉଛି । ଛାତ୍ର ଛାତ୍ରୀ ମାନେ ଭୁବନେଶ୍ୱର କଟକ ଓ ବାହାର କୁ ଯାଇ ଅନେକ ଖର୍ଚ୍ଚ କରି କୋଚିଙ୍ଗ ନେଉଥିଲେ , ନିଜ ସହର ଖରିଆର୍ ରେ କମ ଖର୍ଚ୍ଚରେ ଏହି ସୁବିଧା ପ୍ରଥମ ଥର ମିଳୁଥିବାରୁ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମନରେ ଉତ୍ସ୍ୟାହ ର ଲହରୀ ଖେଳିଯାଇଛି। ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ତରୁଣ ପ୍ରଧାନ, ଅଧ୍ୟାପକ ଚନ୍ଦ୍ରଶେଖର ଚନ୍ଦ୍ରକାର, ଅଧ୍ୟାପକ ସଞ୍ଜୀବ ମହାନ୍ତି, ଇମ୍ପେରିଆଲ ପ୍ରେସିଡେନ୍ସି ର ଚେୟାରମେନ ଅସିତ କୁମାର ସୁପକାର ,ରାଜା ଏ ଟି ବିଦ୍ୟାଳୟ ଖେଳ ଶିକ୍ଷକ ରତନ ସିଂ ବାରିକ , ଶିକ୍ଷକ ନବକୃଷ୍ଣ ବେହେରା, ପୁଷ୍ପାଞ୍ଜଳି ଠାକୁର, ଜିତେନ୍ଦ୍ର ରାଉତରାୟ, ପ୍ରଭଞ୍ଜନ ଠାକୁର, ମୀନାକ୍ଷୀ ଠାକୁର, ଅନଭି ଠାକୁର, ଅର୍ଚ୍ଚନା ପାଢ଼ୀ, ପ୍ରିୟଦର୍ଶିନୀ ଠାକୁର,ଦୟାନିଧି ବାରିକ , ପ୍ରବୀଣ ଠାକୁର ଓ ଅସିମ ବଞ୍ଛୋର ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଏହିଠାରେ ଅର୍ଣ୍ଣବ୍ କ୍ୟାରିଅର ପଏଣ୍ଟ ର ନିଜର ପବ୍ଲିକେସନ ର ବହି ଉନ୍ମୋଚନ ହୋଇଥିଲା। ଡାଇରେକ୍ଟର ପ୍ରବୀଣ ଠାକୁର ଖୁବ୍ ଶୀଘ୍ର ନିଜର Apps ଲନ୍ଚ ହେବ ବୋଲି ଘୋଷଣା କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବସନ୍ତ ପଞ୍ଚମୀ ରେ ସଂଗୀତ ଶିଳ୍ପୀ ସମାଜ ର ବାର୍ଷିକ ଉତ୍ସବ

Sunil Chandra Nayak

ମା ପୁଅଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ

Sunil Chandra Nayak

ସେୟାର ର ସ୍ବନକ୍ଷତ୍ର ଦିବସ ପାଳିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort