ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୯ ତାରିଖ ସୁଦ୍ଧା ସମଗ୍ର କଳାହାଣ୍ଡି ଜିଲ୍ଲାରେ ୨୨୨୪ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଭବାନୀପାଟଣା🙁 ମ.ନି.ସ) କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକ୍ ମାନଙ୍କରେ ପ୍ରାର୍ଥୀ ମାନଙ୍କର ନାମାଙ୍କନ ପ୍ରତ୍ର ଦାଖଲ କରୁଥିବା ଜଣାପଡିଛି।ସୂଚନା ଅନୁସାରେ କେସିଙ୍ଗା ବ୍ଳକରେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୧୯୪,ସରପଞ୍ଚ ପ୍ରାର୍ଥୀ ୬୭,ସମିତି ସଭ୍ଯ ପ୍ରାର୍ଥୀ ୪୨,ଜିଲ୍ଲା ପରିଷଦ ପ୍ରାର୍ଥୀ ୨ ଜଣ, ଧର୍ମଗଡ ବ୍ଳକ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୨୦୭, ସରପଞ୍ଚ ପ୍ରାର୍ଥୀ ୩୮,ସମିତି ସଭ୍ଯ ପ୍ରାର୍ଥୀ ୨୩ , ଜିଲ୍ଲା ପରିଷଦ ପ୍ରାର୍ଥୀ ୧ ଜଣେ, ଜୁନାଗଡ ବ୍ଳକରେ ୨୯୫ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୫୫,ସମିତି ସଭ୍ଯ ପ୍ରାର୍ଥୀ ୩୫ ଜଣ, ମ,ରାମପୁର ବ୍ଳକରେ ୯୪ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ,ସରପଞ୍ଚ ପ୍ରାର୍ଥୀ ୩୩,ଓ ୧୮ ଜଣ ପ୍ରାର୍ଥୀ ସମିତି ସଭ୍ଯ, ୧ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ, କୋକସରା ବ୍ଳକର ୧୬୧ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ୫୩ ଜଣ ପ୍ରାର୍ଥୀ ସରପଞ୍ଚ,ସମିତି ସଭ୍ଯ ପ୍ରାର୍ଥୀ ୨୮ ଜଣ, ଗୋଲାମୁଣ୍ତା ବ୍ଳକରେ ୩୪୫ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୫୭ ଜଣ,ସମିତି ସଭ୍ଯ ପ୍ରାର୍ଥୀ ୪୬ ଜଣ, ଜିଲ୍ଲା ପରିଷଦ ପ୍ରାର୍ଥୀ ୩ ଜଣ, କର୍ଲାମୁଣ୍ତା ବ୍ଳକରେ ୮୯ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୧୩ ଜଣ, ସମିତି ସଭ୍ଯ ପ୍ରାର୍ଥୀ ୧୯ ଜଣ, ଜିଲ୍ଲା ପରିଷଦ ପ୍ରାର୍ଥୀ ୨ ଜଣ, ଜୟପାଟଣା ବ୍ଳକର ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୧୩୦,ସରପଞ୍ଚ ପ୍ରାର୍ଥୀ ୩୫ ଜଣ,ସମିତି ସଭ୍ଯ ପ୍ରାର୍ଥୀ ୨୫ ଜଣ, ନର୍ଲାବ୍ଳକରେ ୧୬୪ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ,୩୫ ଜଣ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ୟ ପ୍ରାର୍ଥୀ ହେଲେ ୩୭ ଜଣ, କଲମପୁର ବ୍ଳକର ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୬୪ ଜଣ,ସରପଞ୍ଚ ପ୍ରାର୍ଥୀ ୨୦ ଜଣ, ସମିତି ସଭ୍ଯ ପ୍ରାର୍ଥୀ ୧୧ ଜଣ, ଲାଞ୍ଜିଗଡ ବ୍କକରେ ୯୭ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୩୪ ଜଣ, ସମିତି ସଭ୍ଯ ପ୍ରାର୍ଥୀ ୩୩ ଜଣ, ଜିଲ୍ଲା ପରିଷଦ ପ୍ରାର୍ଥୀ ୧ ଜଣ, ଭବାନୀପାଟଣା ବ୍ଳକରେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୨୭୯,ସରପଞ୍ଚ ପ୍ରାର୍ଥୀ ୮୬ ଜଣ,ସମିତି ସଭ୍ଯ ପ୍ରାର୍ଥୀ ୪୭ ଜଣ, ଜିଲ୍ଲା ପରିଷଦ ପ୍ରାର୍ଥୀ ୩ ଜଣ, ସେହିପରି ଥୁଆମୂଳ ରାମପୁର ବ୍ଳକରୁ ୯୦ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୨୧ ଜଣ, ସମିତି ସଭ୍ୟ ପ୍ରାର୍ଥୀ ୨୦ ଜଣ ଆଜିର ଦିନ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।

Related posts

ସାହିତ୍ୟ ଅଗଣା

Sunil Chandra Nayak

ପ୍ରଶାସନର ବେପାରୁଆ ମନୋଭାବ, ଦୁଇ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ବ୍ରୀଜ ଅଚଳ

Sunil Chandra Nayak

ଫଟାଗୁଡା ୟୁଥ ଆସୋସିଏସନ ଦ୍ବାରା ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort