ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ପଞ୍ଚାୟତିରାଜ ନିର୍ବାଚନ ଏକ ସମ୍ମାନସ୍ଥିତି ପାଇଁ ଲଢେଇ

ନର୍ଲା(ମପ୍ର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକରେ ପଞ୍ଚାୟତରାଜ ନିର୍ବାଚନର ନାମାଙ୍କନ ଆରମ୍ଭ ହେବା ପରେ ବିଭିନ୍ନ ଦଳପକ୍ଷରୁ ଓ ସ୍ଥାନୀୟ ନେତା ମାନଙ୍କର ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ୧୭ ତାରିଖ ପ୍ରଥମ ଦିନରେ କୋଭିଡ ୧୯ ଟିକୁ ଆଖି ଆଗରେ ରଖି ପୁରାପୁରି କଡ଼ା ନିୟମ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି। ପ୍ରଥମ ଦିନରେ ୱ।ର୍ଡସଭ୍ୟ ୨୨ ଓ ସମିତି ସଭ୍ୟ ୩ ଜଣ ବଡଧାରପୁର,ମାଣ୍ଡେଲ ଓ ଉଲିକୁପା ପଞ୍ଚାୟତରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ୧୮ ତାରିଖ ଦ୍ଵିତୀୟ ଦିନରେ ୱ।ର୍ଡସଭ୍ୟ ୧୪ ସରପଞ୍ଚ ୪ ଯଥା ବାଗପୁର, ଘଣ୍ଟମାଲ, ରୁପ୍ରାରୋଡ ଓ ସରିଆଁ ପଞ୍ଚାୟତର ସରପଞ୍ଚ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସମିତି ସଭ୍ୟ ପାଇଁ ୩ ଜଣ ଭାନପୁର,ଗାଡେବନ୍ଧ,ଗିଗିନା ପଞ୍ଚାୟତର ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି। ଯଦିଓ ପ୍ରକୃତିର ପାଗ ଶୀତଳ ତଥାପି ରାଜନୈତିକ ପାଗ ଉଷ୍ମତା ହେବା ପରେ ବିଭିନ୍ନ ଦଳପକ୍ଷରୁ ଉତ୍ସାହ ବଢିବା ସାଥେ ପ୍ରାର୍ଥୀ ଚୟନରେ ବିଳମ୍ବ ଆଶାୟୀ ପ୍ରାର୍ଥୀମାନଙ୍କ ନିଦ ହଜିଯାଇଛି। କଳାହାଣ୍ଡି ଜିଲ୍ଲା ଷଷ୍ଠ ଥର ପାଇଁ ଜିଲ୍ଲା ପରିଷଦ ନିର୍ବାଚନ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ଦଳପକ୍ଷରୁ କିପରି ଭାବରେ ଭୋଟଦାତାଙ୍କୁ ସମ୍ମାନ ପ୍ରଦାନ କରିବେ ସେଥିପାଇଁ ବିଭିନ୍ନ ରଣକୌଶଳ ନିର୍ଦ୍ଧାରଣ କରିଥିବା ଜଣାପଡିଛି। ବିଶେଷ କରି ନର୍ଲା ବ୍ଳକରେ ଚଳିତ ମାସର ୬ ଓ ୭ ତାରିଖ ଦିନ ବିଜେଡ଼ିର ନିର୍ବାଚନ ଦାୟିତ୍ବରେ ଥିବା ନେତାମାନେ ବିଭିନ୍ନ ବ୍ଳକର ଗ୍ରାମପଞ୍ଚାୟତମାନ ଗ୍ରସ୍ତ କରି ରାଜ୍ୟ ସରକାରର କାର୍ଯ୍ୟକାରୀ ହୋଇଥିବା ଯୋଜନା ସହ ମହିଳା ମାନଙ୍କୁ ଅଧିକରୁ ଅଧିକ ସାମିଲ କରାଇ ଭୋଟ ହାତେଇବା ପାଇଁ ଚେଷ୍ଟା କରିଛି। ସେହିପରି ବିଜେପି କେନ୍ଦ୍ରୀୟ ଯୋଜନା ସହ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଗତ ନିର୍ବାଚନରେ ଜିଲ୍ଲା ପରିଷଦର ସଫଳତାକୁ ଦୋହରାଇବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ କଂଗ୍ରେସ ମମିତା ମେହେର ମିଷ୍ଟ୍ରିକୁ ଆୟୁଧ କରି ନିର୍ବାଚନ ଲଢିବା ଯୋଜନା ରଖିଥିବା ବେଳେ ଏହି ସେମିଫାଇନାଲ ନିର୍ବାଚନ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦିଅନ୍ତି। ଚଳିତ ପଞ୍ଚାୟତରାଜ ନିର୍ବାଚନରେ ନର୍ଲା ବ୍ଳକର ୩ଗୋଟି ଜୋନ ଯଥା ୧ ନଂ ପାଇଁ ସାଧାରଣ ମହିଳା, ୨ନଂ ପାଇଁ ଅନୁସୂଚିତ ଜନଜାତି ଓ ୩ ନଂ ସକାଶେ ଅନୁସୂଚିତ ଜାତି ମହିଳା ପାଇଁ ସଂରକ୍ଷିତ ରହିଛି। ତେବେ ୨୦୧୭ ନିର୍ବାଚନରେ ସମସ୍ତ ତିନୋଟି ଯାକ ଆସନ ବିଜେପିର ଅକ୍ତିଆରରେ ରହିଥିଲା ବର୍ତ୍ତମାନ କିପରି ତାହା ବଜାୟ ରଖିବ ତାହା ବିଜେପି ପକ୍ଷରେ ଚିନ୍ତାର ବିଷୟ ହୋଇଛି। ବିଜେପିର ସ୍ଥାନୀୟ ନେତୃବୃନ୍ଦ ପଞ୍ଚାୟତର ସମିତି ଓ ଗ୍ରାମପଞ୍ଚାୟତ ନିର୍ବାଚନରେ ବ୍ୟସ୍ତ ରହୁଥିବାରୁ ତାହା ବିଜେପି କିପରି ମୁକାବିଲା କରିବ ଏବେ ବିଜେପି ନେତା ମାନଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବିଜେଡି ଦଳ ସକାଶେ ଏହି ବ୍ଳକ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଛି। ଗତ ନିର୍ବାଚନର କ୍ଷତି ଏ ଯାଏଁ ଭରଣ ହୋଇନାହିଁ। ଯଦିଓ ବିଜେଡି ବିଧାୟକ ନର୍ଲାରୁ ପ୍ରତିନିଧିତ୍ଵ କରୁଛନ୍ତି ତଥାପି ସେ ସ୍ଥାନୀୟ ଦଳୀୟ ନେତୃବୃନ୍ଦଙ୍କୁ ଅସମର୍ଥ ହୋଇଥିବାରୁ ଏହି ନିର୍ବାଚନରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। କଂଗ୍ରେସ ନର୍ଲା ବ୍ଳକରେ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିବା ବେଳେ କଂଗ୍ରେସ କର୍ମୀମାନେ କେତେ ମନୋବଳ ବଢାଇ ନିଜର ସ୍ଥିତି ଜାହିର କରିବେ ତାହା ନିର୍ବାଚନ ପରେ ସ୍ପଷ୍ଟ ହେବ। ଚଳିତ ନିର୍ବାଚନ ଆଗାମୀ ଦିନରେ ବିଭିନ୍ନ ଦଳ ସହ ସ୍ଥାନୀୟ ନେତୃବୃନ୍ଦ ସକାଶେ ଆତ୍ମ ସମୀକ୍ଷା କରିବା ପାଇଁ ଇନ୍ଧନ ଯୋଗାଇବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି। ଏହି ନିର୍ବାଚନ ନର୍ଲା ବ୍ଳକରେ ସମ୍ମାନ ସ୍ଥିତି ପାଇଁ ଲଢେଇ ହେବ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଦ୍ରୌପଦୀ ମୁର୍ମୁ

Sunil Chandra Nayak

ଜଣା ଅଜଣା – …..

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort