ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଳବନ୍ଦୀ   ଘେର ରେ ଥିବା ପୋଡାପଦର ଗ୍ରାମବାସୀ ଙ୍କ ଦୁଃଖର ଅନ୍ତ କେବେ ?

ଥୁଆମୂଳ ରାମପୂର:- ମସୀହା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଇନ୍ଦିରାବତୀ ଜଳ ଭଣ୍ତାର ଘେରରେ ରହିଥିବା ବିସ୍ଥାପିତଙ୍କ ଦୁଃଖ କହିଲେନସରେ ଏମାନଙ୍କ ପାଇଁ ସରକାରୀ ଯୋଜନା ଏକପ୍ରକାର ପ୍ରହସନ ପାଲଟିଛି। ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଭଳି ଅନେକ ସମସ୍ଯା ଦେଇ କରୁଛନ୍ତି।  ଏହି ପୋଡାପଦର ନାମରେ ନୂତନ ଭାବରେ ଗ୍ରାମପଞ୍ଚାୟତ ଗଠନ କରାଯାଇଛି ହେଲେ ମଧ୍ୟ ସେମାନଙ୍କୁ ତଳନାଗୀ ଗ୍ରାମପଞ୍ଚାୟତ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ନେଇ ଯିବାକୁ ପଡୁଛି। ନିଜର ଗ୍ରାମପଞ୍ଚାୟତ ରହିଅଛି ହେଲେ କଣ ହେବ ଅନ୍ଯ ପଞ୍ଚାୟତ ଠାରୁ ପିଡିଏସ ଚାଉଳ ଓ ଭତ୍ତା ତଥା ଅନ୍ଯାନ୍ଯ କାମ ଡଙ୍ଗାର ଭରସାରେ ତଳନାଗୀ ପଞ୍ଚାୟତ କୁ ପଡୁଛି। ଏହା କଣ ଏକ ହାସ୍ୟପଦ ବିଷୟ ନୁହେଁ କି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ଇନ୍ଦିରାବତୀ ଜଳଭଣ୍ଡା ହେବାଫଳରେ ସମ୍ପୂର୍ଣ୍ଣ ଭାବରେ ବିସ୍ଥାପିତ ହେବା ଦିନରୁ ଅନେକ ଦୁଃଖକଷ୍ଟରେ ଜୀବନଯାପନ କରୁଛନ୍ତି। ଏଠିକାର ଜନସାଧାରଣ ପ୍ରତି ସରକାର କାହିଁକି ଉଦାସୀନତା ରହୁଛନ୍ତି।  ତାହା ନେଇ ବିଭିନ୍ନ ସମୟରେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ପଞ୍ଚାୟତ ବାସୀ ଥୁଆମୂଳ ରାମପୁର ବ୍ଳକ ଠାରୁ ପ୍ରାୟ ବାହ୍ଯ ଜଗତରେ ରହିଥିବା ଭଳି ମନେହୁଏ। ଅନେକ ଦୁଃଖକଷ୍ଟରେ ଏହି ଅଞ୍ଚଳର ଜନସାଧାରଣ ଜୀବନ ଯାପନ କରୁଛନ୍ତି। ଏହି ପଞ୍ଚାୟତ ପ୍ରତି ସ୍ଥାନୀୟ ପ୍ରଶାସନ ଓ ରାଜନୈତିକ ଦଳ ବୈମାତୃକ ମନୋଭାବ ରହିଥିବା ଯୋଗୁଁ ଅଞ୍ଚଳରେ ମୌଳିକ ସୁବିଧା ମନ୍ଥର ଗତିରେ ଚାଲୁଥିବା ନଜିର ରହିଅଛି। ରାଜନୈତିକ ଦଳ ଓ ପ୍ରଶାସନିକ ଅଧିକାରୀ ପରିଦର୍ଶନରେ ଅବହେଳା କରାଯାଉଛି। ଏଠିକାର ଜନସାଧାରଙ୍କୁ ସମସ୍ତେ ପ୍ରକାର ପ୍ରତିଶ୍ରୁତି ଦିଅନ୍ତି ହେଲେ ପ୍ରତିଶ୍ରୃତି ପ୍ରାୟତଃ ଅଞ୍ଚଳ ପାଇଁ ପ୍ରହସନ ପାଲଟିଛି। ନୂତନ ଭାବରେ ଗଠନ ହୋଇଥିବା ପୋଡାପଦର ଗ୍ରାମପଞ୍ଚାୟତ ଗଠନ ହେବା ଦିନରୁ ପଞ୍ଚାୟତ ଗୃହ ଟିଏ ମଧ୍ୟ ଏଠାରେ ନଥିଲା। ବହୁ ବିଳମ୍ବ ପରେ ପଞ୍ଚାୟତ ଗୃହ ନିର୍ମାଣ କରିବା ନେଇ ୪ ଲକ୍ଷ ଟଙ୍କା ଅଟକଳ ବ୍ଯୟବରାଦ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି।ସେହି କାର୍ଯ୍ଯ ମଧ୍ୟ ମନ୍ଥର ଗତିରେ ଚାଲୁଥିବା ଅଭିଯୋଗ ହେଉଅଛି। ତାହା କେବେ ସମ୍ପୂର୍ଣ୍ଣ ହେବ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି।    ଆଉ କେତେ ଦିନ ଲାଗିବ ଏହି ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟ ଏହା ଏକ ପ୍ରହସନ ନୁହେଁ କି ବୋଲି ମତପ୍ରକାଶ ପାଉଅଛି। ବିସ୍ଥାପିତ ଜୀବନ ଜୀଇଁବା ଏମାଙ୍କ ପାଇଁ ଭାଗ୍ଯରେ ଲେଖାଅଛି ବୋଧେ। ରାଜନୈତିକ ଦଳଙ୍କର ଏକ ଭୋଟବାକ୍ସ ତିଆରି କରିବା ଏକ ମାଧ୍ୟମ ନୁହେଁ ତୋ ତେବେ କାହିଁକି ଏମାଙ୍କୁ ଅଣଦେଖା କରାଯାଉଛି। ଯାହାଫଳରେ ଜଳବନ୍ଦୀ ଜୀବନ ଭିତରେ ଏମାନଙ୍କ ପିଲାଙ୍କ ଜୀବନ ଅନ୍ଧାର ଘେରକୁ ଠେଳି ହୋଇଯାଉଛି ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଏମାନଙ୍କ ପାଇଁ ବାଧକ ସାଜୁଛି। ନିଜ ପଞ୍ଚାୟତର ସୁବିଧା ସୁଯୋଗ ପାଇବେ କେବେ,କେବେ ସମ୍ପୂର୍ଣ୍ଣ ହେବ ପଞ୍ଚାୟତ କାର୍ଯ୍ଯାଳୟ ଅନେକ ପ୍ରଶ୍ନ ରହିଥିବା ବେଳେ ପ୍ରଶ୍ନର ସମସ୍ୟା ବାଟ ଫିଟୁ ନାହିଁ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ ପୋଡାପଦର ଗ୍ରାମବାସୀ,ତେବେ ବ୍ଳକ ପ୍ରଶାସନ ଏହି ଗ୍ରାମପଞ୍ଚାୟତର ଗୃହ ନିର୍ମାଣ କାର୍ଯ୍ଯ ତୁରନ୍ତ ଶେଷ କରନ୍ତୁ ଓ ଅଞ୍ଚଳର ସମସ୍ୟା ଉପରେ ଦୃଷ୍ଟି ଦେଇ ବିକାଶ ନେଇ କାର୍ଯ୍ଯ କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଅଛି।

 ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସମାନ କାମ କୁ ସମାନ ଦରମା ପାଇବା ଦାବୀରେ ଜିଲ୍ଲା ମେହେନ୍ତର ସଂଘ ର ପ୍ରତିବାଦ

ତୀର୍ଯ୍ୟକ

Sunil Chandra Nayak

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort