ଭବାନୀପାଟଣା: ମ.ନୀ.ସ:- ସମଗ୍ର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ କରୋନା କାୟା ବିସ୍ତାର କରିବାରେ ଲାଗିଛି, ଆଜି ସଂନ୍ଧ୍ୟା ୫ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ୨୪୫ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରିଥିବା ରିପୋର୍ଟ ରୁ ଜଣାପଡିଛି। ବର୍ତ୍ତମାନ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୬୩୬୪ କୁ ଛୁଇଁ ଥିବାବେଳେ ଆଜି କରୋନା ରେ ଆକ୍ରାନ୍ତ ପୋଜିଟିବ୍ ସଂଖ୍ୟା ୧୩୨୪ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୧୬୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ନିଜ ନିଜ ଘରକୁ ଫରିଥିବା ବିଷୟ ସୂଚନାରୁ ଜଣାପଡିଛି।
previous post