ଭବାନୀପାଟଣା: ମ.ନି.ସ :- କଳାହାଣ୍ଡି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ରାଜନୀତି କ୍ଷେତ୍ରରେ ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ପ୍ରାର୍ଥୀ ମାନଙ୍କ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ସେଅନୁସାରେ ଜିଲ୍ଲାର ବିଭିନ୍ନ ବ୍ଳକରେ ନାମାଙ୍କନ ପତ୍ର ଦାଖଲ କରିବା କାର୍ଯ୍ଯକ୍ରମ ଜାରି ରହିଛି, ଚତୁର୍ଥ ପର୍ଯ୍ୟାୟରେ ଆଜି ୨୦ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ସଂଖ୍ୟା ୨୪୫୩ ଜଣ ହୋଇଥିବା ପ୍ରାପ୍ତ ସୂଚନା ଅନୁସାରେ ଜଣାପଡିଛି। ସେ ଅନୁଯାୟୀ କେସିଙ୍ଗା ବ୍ଳକରୁ ଓ୍ବାର୍ଡ ମେମ୍ବର ୨୯୬, ସରପଞ୍ଚ ପ୍ରାର୍ଥୀ ୯୧, ସମିତି ପ୍ରାର୍ଥୀ ୭୩,ଜିଲ୍ଲା ପରିଷଦ ପ୍ରାର୍ଥୀ ୨ ଜଣ,ଧର୍ମଗଡ ବ୍ଳକର ଓ୍ବାର୍ଡ ମେମ୍ବର ୩୫୩, ସରପଞ୍ଚ ପ୍ରାର୍ଥୀ ୬୯,ସମିତି ସଭ୍ଯ ପ୍ରାର୍ଥୀ ୫୭, ଜିଲ୍ଲା ପରିଷଦ ପ୍ରାର୍ଥୀ ୧, ଜୁନାଗଡ ବ୍କକରୁ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୪୭୬,ସରପଞ୍ଚ ପ୍ରାର୍ଥୀ ୧୧୯,ସମିତି ସଭ୍ଯ ୯୧, ମଦନପୁର ରାମପୁର ବ୍କକରେ ୧୫୯ ଜଣ ପ୍ରାର୍ଥୀ ଓ୍ବାର୍ଡ ମେମ୍ବର, ୪୨ ଜଣ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ଯ ପ୍ରାର୍ଥୀ ୪୨ ଜଣ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଜଣେ, କୋକସରା ବ୍ଳକରେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୩୦୩ ଜଣ, ସରପଞ୍ଚ ପ୍ରାର୍ଥୀ ୧୦୩, ସହିତ ସଭ୍ଯ ପ୍ରାର୍ଥୀ ୬୬, ଗୋଲାମୁଣ୍ତା ବ୍ଳକରୁ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୪୮୫, ସରପଞ୍ଚ ୧୦୬, ସମିତି ସଭ୍ଯ ୮୫ ଜଣ, ଜିଲ୍ଳାପରିଷଦ ପ୍ରାର୍ଥୀ ୩, କର୍ଲାମୁଣ୍ତା ବ୍ଳକରୁ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୧୬୦ ଓ ସରପଞ୍ଚ ପ୍ରାର୍ଥୀ ୩୪ ଜଣ, ସମିତି ସଭ୍ୟ ପ୍ରାର୍ଥୀ ୩୮, ଜିଲ୍ଳାପରିଷଦ ପ୍ରାର୍ଥୀ ୨ ଜଣ, ଜୟପାଟଣା ବ୍ଳକରେ ୨୯୩ ଓ୍ବାର୍ଡମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୧୦୩,ସହିତ ସଭ୍ଯ ପ୍ରାର୍ଥୀ ୭୧,ନର୍ଲାବ୍ଳକରେ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୨୫୪,ସରପଞ୍ଚ ପ୍ରାର୍ଥୀ ୬୩, ସମିତି ସଭ୍ଯ ପ୍ରାର୍ଥୀ ୭୦, କଲମପୁର ବ୍ଳକରୁ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୧୩୬,ସରପଞ୍ଚ ପ୍ରାର୍ଥୀ ୪୧,ଓ ସମିତି ସଭ୍ଯ ପ୍ରାର୍ଥୀ ୩୨,ଲାଞ୍ଜିଗଡ ବ୍ଳକରେ ୯୭ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୩୪ଜଣ,ସହିତ ସଭ୍ଯ ପ୍ରାର୍ଥୀ ୩୩, ଜିଲ୍ଳାପରିଷଦ ପ୍ରାର୍ଥୀ ୧ ଜଣ, ଭବାନୀପାଟଣା ବ୍ଳକରୁ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୨୭୯ ଜଣ ଓ ସରପଞ୍ଚ ପ୍ରାର୍ଥୀ ୮୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ୪୭, ଜିଲ୍ଳାପରିଷଦ ପ୍ରାର୍ଥୀ ୩, ସେପରି ଥୁଆମୂଳ ରାମପୁର ବ୍ଳକରେ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୧୮୫,ସରପଞ୍ଚ ପ୍ରାର୍ଥୀ ୫୨,ସମିତି ସଭ୍ଯ ପ୍ରାର୍ଥୀ ୩୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।
previous post