ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ୧୭ ରୁ ୨୦ ତାରିଖ ମଧ୍ୟରେ ସର୍ବମୋଟ ୨୪୫୩ ନାମାଙ୍କନ ପତ୍ର ଦାଖଲ

ଭବାନୀପାଟଣା: ମ.ନି.ସ :- କଳାହାଣ୍ଡି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବରେ ରାଜନୀତି କ୍ଷେତ୍ରରେ ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ପ୍ରାର୍ଥୀ ମାନଙ୍କ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ସେଅନୁସାରେ ଜିଲ୍ଲାର ବିଭିନ୍ନ ବ୍ଳକରେ ନାମାଙ୍କନ ପତ୍ର ଦାଖଲ କରିବା କାର୍ଯ୍ଯକ୍ରମ ଜାରି ରହିଛି, ଚତୁର୍ଥ ପର୍ଯ୍ୟାୟରେ ଆଜି ୨୦ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ସଂଖ୍ୟା ୨୪୫୩ ଜଣ ହୋଇଥିବା ପ୍ରାପ୍ତ ସୂଚନା ଅନୁସାରେ ଜଣାପଡିଛି। ସେ ଅନୁଯାୟୀ କେସିଙ୍ଗା ବ୍ଳକରୁ ଓ୍ବାର୍ଡ ମେମ୍ବର ୨୯୬, ସରପଞ୍ଚ ପ୍ରାର୍ଥୀ ୯୧, ସମିତି ପ୍ରାର୍ଥୀ ୭୩,ଜିଲ୍ଲା ପରିଷଦ ପ୍ରାର୍ଥୀ ୨ ଜଣ,ଧର୍ମଗଡ ବ୍ଳକର ଓ୍ବାର୍ଡ ମେମ୍ବର ୩୫୩, ସରପଞ୍ଚ ପ୍ରାର୍ଥୀ ୬୯,ସମିତି ସଭ୍ଯ ପ୍ରାର୍ଥୀ ୫୭, ଜିଲ୍ଲା ପରିଷଦ ପ୍ରାର୍ଥୀ ୧, ଜୁନାଗଡ ବ୍କକରୁ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୪୭୬,ସରପଞ୍ଚ ପ୍ରାର୍ଥୀ ୧୧୯,ସମିତି ସଭ୍ଯ ୯୧, ମଦନପୁର ରାମପୁର ବ୍କକରେ ୧୫୯ ଜଣ ପ୍ରାର୍ଥୀ ଓ୍ବାର୍ଡ ମେମ୍ବର, ୪୨ ଜଣ ସରପଞ୍ଚ ପ୍ରାର୍ଥୀ, ସମିତି ସଭ୍ଯ ପ୍ରାର୍ଥୀ ୪୨ ଜଣ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଜଣେ, କୋକସରା ବ୍ଳକରେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୩୦୩ ଜଣ, ସରପଞ୍ଚ ପ୍ରାର୍ଥୀ ୧୦୩, ସହିତ ସଭ୍ଯ ପ୍ରାର୍ଥୀ ୬୬, ଗୋଲାମୁଣ୍ତା ବ୍ଳକରୁ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ୪୮୫, ସରପଞ୍ଚ ୧୦୬, ସମିତି ସଭ୍ଯ ୮୫ ଜଣ, ଜିଲ୍ଳାପରିଷଦ ପ୍ରାର୍ଥୀ ୩, କର୍ଲାମୁଣ୍ତା ବ୍ଳକରୁ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୧୬୦ ଓ ସରପଞ୍ଚ ପ୍ରାର୍ଥୀ ୩୪ ଜଣ, ସମିତି ସଭ୍ୟ ପ୍ରାର୍ଥୀ ୩୮, ଜିଲ୍ଳାପରିଷଦ ପ୍ରାର୍ଥୀ ୨ ଜଣ, ଜୟପାଟଣା ବ୍ଳକରେ ୨୯୩ ଓ୍ବାର୍ଡମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୧୦୩,ସହିତ ସଭ୍ଯ ପ୍ରାର୍ଥୀ ୭୧,ନର୍ଲାବ୍ଳକରେ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୨୫୪,ସରପଞ୍ଚ ପ୍ରାର୍ଥୀ ୬୩, ସମିତି ସଭ୍ଯ ପ୍ରାର୍ଥୀ ୭୦, କଲମପୁର ବ୍ଳକରୁ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୧୩୬,ସରପଞ୍ଚ ପ୍ରାର୍ଥୀ ୪୧,ଓ ସମିତି ସଭ୍ଯ ପ୍ରାର୍ଥୀ ୩୨,ଲାଞ୍ଜିଗଡ ବ୍ଳକରେ ୯୭ ଜଣ ଓ୍ବାର୍ଡମେମ୍ବର ପ୍ରାର୍ଥୀ, ସରପଞ୍ଚ ପ୍ରାର୍ଥୀ ୩୪ଜଣ,ସହିତ ସଭ୍ଯ ପ୍ରାର୍ଥୀ ୩୩, ଜିଲ୍ଳାପରିଷଦ ପ୍ରାର୍ଥୀ ୧ ଜଣ, ଭବାନୀପାଟଣା ବ୍ଳକରୁ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୨୭୯ ଜଣ ଓ ସରପଞ୍ଚ ପ୍ରାର୍ଥୀ ୮୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ୪୭, ଜିଲ୍ଳାପରିଷଦ ପ୍ରାର୍ଥୀ ୩, ସେପରି ଥୁଆମୂଳ ରାମପୁର ବ୍ଳକରେ ଓ୍ବାର୍ଡମେମ୍ବର ପ୍ରାର୍ଥୀ ୧୮୫,ସରପଞ୍ଚ ପ୍ରାର୍ଥୀ ୫୨,ସମିତି ସଭ୍ଯ ପ୍ରାର୍ଥୀ ୩୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି।

Related posts

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

ଆଧୁନିକ ଓଡିଆ ସାହିତ୍ୟର ସୁନାମଧନ୍ୟ ସ୍ରଷ୍ଟା ଥିଲେ ଫକୀର ମୋହନ…..

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort