ଟେମରି – ଗୋଲାମୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାଚନ ରାଜନୀତି କ୍ଷେତ୍ରରେ ଦିନକୁ ଦିନ ପ୍ରାଥୀ ମାନଙ୍କ ମଧ୍ୟରେ ସରଗରମ ବୃଦ୍ଧି ପାଇବାରେ ଲାଗିଛି । 17 ତାରିଖ ଠାରୁ 21ତାରିଖ ଯାଏଁ ନାମାଙ୍କନ ପାତ୍ର ଦାଖଲ ଥିଲାବେଳେ 21 ତାରିଖରେ ଟେମରୀ ଗ୍ରାମପଞ୍ଚାୟତରେ ଶ୍ରୀମତୀ ରେବତୀ ପଧାନ କୁମ୍ଭାରୀ ର ଆଶାୟୀ ସରପଞ୍ଚ ପ୍ରାର୍ଥୀ ଭାବରେ ନିଜର ସମର୍ଥକଙ୍କ ସହିତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀ ମତି ପଧାନ ଜଣେ ଶାନ୍ତ, ସରଳ ମହିଳା ଓ ଜଣେ ସମାଜସେବୀ । ତେଣୁ ସେ ମହିଳା ତଥା ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହେବେ ବୋଲି ଆଶା କରାଯାଉଛି। ଶେଷ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଦାଖଲ ଆଶାୟୀ ସରପଞ୍ଚ ପ୍ରାର୍ଥୀ ସଂଖ୍ୟା 6 ହୋଇଥିବା ବେଳେ ୱାର୍ଡ ମେମ୍ବର ଆଶାୟୀ ପ୍ରାର୍ଥୀ 23ରେ ପହଞ୍ଚିଛି । ଜଗ ଜୀବନ ସ ଙ୍କ ରିପୋର୍ଟ
previous post