ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିସ୍ତରୀୟ ନିର୍ବାଚନର ନାମାଙ୍କନର ଅନ୍ତିମ ଦିବସର ରାମକୁମାର ସେନାପତି ସମିତି ସଭ୍ୟ ରେ ଦାଖଲ

ଗୋଲାମୁଣ୍ଡା –   ଚଳିତ୨୦୨୨ମସିହା ରତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିବସ, ଶେଷ ଦିବସ ହୋଇ ଥିଲେହିଁ କୋରନାର ନୀତି ନିୟମ ଅନୁଯାୟୀ ଆଗ୍ରହ ପ୍ରକାଶ ପାଇଛି,ଏବଂ ନିଜ ନିଜର ପ୍ରସ୍ତାବଓ ସମର୍ଥକ ଙ୍କୁ ନେଇନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଚିଚିଆ ପଞ୍ଚାୟତ ପକ୍ଷରୁ ସମିତି ସଭ୍ୟ ଭାବେ ଅଂଚଳର ସମାଜ ସେବୀ, ଅବସର ଶିକ୍ଷକ, ଶ୍ରୀ ରାମକୁମାର ସେନାପତି ମଧ୍ୟ ତାଙ୍କର ପ୍ରସ୍ତାବ କାରୀ ସଦାସେନାପତି ଓ ଡିଙ୍ଗର ସେନାପତି ଙ୍କସହିତ ଗୋଳାମୁଣ୍ଡା ବ୍ଲକ ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ,ଉକ୍ତ ନାମାଙ୍କନ ପତ୍ର କୁ ବିଡିଓ ସିଂହଧାରାଣୀ ପଧାନ, ସମାଜ ମଙ୍ଗଳ ଅଧିକାରୀ ତ୍ରିଲୋଚନ ନାଇକ ପ୍ରମୁଖ ତର୍ଜମା କରି ଥିଲେ, ଏବଂ ବହୁ ସଂଖ୍ୟକ ଭାବେ ସମର୍ଥନ କରୁଥିବାଲୋକ ନାମାଙ୍କନ ଦିନରେ ଆସିବା ଥିଲେହିଁ କୋରନା ପାଇଁ ସ୍ଥକିତ ରଖାଗଲାବୋଲିକହିଛନ୍ତି,ଶ୍ରୀ ସେନାପତି ଗୋଳାମୁଣ୍ଡା ବ୍ଲକର ଡମ୍ବ ସମାଜବିକାଶ ପରିଷଦର ସଭାପତି ଭାବେ ଥିବାରୁ ଅନେକ ବୃଦ୍ଧ ବୃଦ୍ଧା,ବାର୍ଦ୍ଧକ୍ୟ ନିରୀହ ଗରିବଙ୍କୁ ସେବା କାର୍ଯ୍ୟକ୍ରମ କରି ଥିବାରୁ ପଞ୍ଚାୟତର ଜନସାଧାରଣ ନିର୍ବାଚନରେ ବହୁ ସଂଖ୍ୟକ ଭାବେ ମତ ଦାନ ଥିବାରୁ ଅନ୍ତିମ ଦିବସ ଅବସରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି,ଯଦିଓ ଚଳିତ ନିର୍ବାଚନରେ ସମିତି ସଭ୍ୟ ଭାବେ ବିଜୟ ହାସଲ ହୋଏ ତେବେ ମୁଖ୍ୟ ତୋ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସରକାରୀ ଆବସ ଗୃହ, ରାସନକାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା, ଚାଷୀ ଙ୍କ ସମସ୍ୟା,ବିଜୁଳିର ସମସ୍ୟା ଦୂରୀକରଣ, ରାସ୍ତା ଉପରେ, ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିବଦ୍ଧତା ବୋଲି ପ୍ରକାଶ କରିଛନ୍ତି,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,,

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ତୁମ ଇଛା ପ୍ରଭୁ 

Sunil Chandra Nayak

କ୍ୟାବିନେଟ ନିଷ୍ପତ୍ତି : ୪ ଜିଲ୍ଲାର ୨୦ଟି ବ୍ଲକରେ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort