ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ, ଶେଷ ଦିନରେ ପଞ୍ଚାୟତ ନିର୍ବାଚନ ନାମାଙ୍କନ, ଦାଖଲ କଲେ ୨୨୦ ପ୍ରାର୍ଥୀ

କୋକସରା, – ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଶେଷ ଦିନ ରେ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ମେମ୍ବର ପାଇଁ ୨୨୦ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ନେଇ ବ୍ଲକ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । କୋକସରା ବ୍ଲକ ର ୨୨ ପଞ୍ଚାୟତ ପାଇଁ ୧୭ ରୁ ୨୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ରେ ସମିତି ସଭ୍ୟ ସଭ୍ୟା ପାଇଁ ମୋଟ ୧୦୭ ପ୍ରାର୍ଥୀ, ସରପଞ୍ଚ ପଦବୀ ପାଇଁ ୧୩୯ ଓ ୱାର୍ଡ ମେମ୍ବର ପାଇଁ ମୋଟ ୪୪୬ ଜଣ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୁଚନା ମିଲିଛି । ତେବେ ଆସନ୍ତା ୨୫ ତାରିଖ ରେ ପ୍ରାର୍ଥୀ ପତ୍ର ଯାଞ୍ଚ ପ୍ରକ୍ରିୟା ସରିବା ପରେ ଚୁଡାନ୍ତ ତାଲିକା ବ୍ଲକ ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ପ୍ରକାଶ ପାଇବ । ଚୁଡାନ୍ତ ତାଲିକା ପ୍ରକାଶିତ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀ ଙ୍କ ମଧ୍ୟରେ ଦ୍ୱନ୍ଦ ଲାଗି ରହିବ । ସେହିପରି କୋକସରା ବ୍ଲକ ର କୋକସରା ଜିଲ୍ଲା ପରିଷଦ ଜୋନ ୨ ରୁ ବିଜେପି ପ୍ରାର୍ଥୀ ଜନାର୍ଦ୍ଦନ ପଣ୍ଡା, ଆମପାଣି ଜୋନ ୧ ଜିଲ୍ଲା ପରିଷଦ ରୁ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ନାଏକ ଓ ମୋଟେର ଜୋନ ୩ ରୁ କଂଗ୍ରେସ ପ୍ରାର୍ଥୀ ହେମଲତା ଧରୁଆ ଶୁକ୍ରବାର ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Related posts

ପାୱାର କଟ୍ ସମସ୍ୟାକୁ ନେଇ ବିଦ୍ଯୁତ୍ ଜେଇଙ୍କୁ ଘେରିଲେ ଉପଭୋକ୍ତା

ସ୍ଵାଗତିକା ମିଶ୍ର ଙ୍କ କବିତା ସ୍ନାନ ମଣ୍ଡପରେ ଶ୍ରୀଜୀଉ

Sunil Chandra Nayak

ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ର କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort