ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରେ ଗର୍ଭବତୀ ଆଶା ଦିଦି ଙ୍କ ମୃତ୍ୟୁ କୁ ନେଇ ଧର୍ମଗଡ଼ ରାୟପୁର ଜାତୀୟ ରାଜପଥ ଅବରୋଧ

 ମୃତକ ଜଣକ ହେଲେ କୋକସରା ଥାନା ବେହେରା ନିକଟସ୍ଥ ତେଣ୍ଡାପାଳି ଗ୍ରାମର ଆଶା ଦିଦି ସୁମିତ୍ରା ରାଉତ(୩୭) ଆଶା ଦିଦି । ସୁମିତ୍ରା ଙ୍କୁ ଶୁକ୍ରବାର ସନ୍ଧ୍ୟା ୫ଟା ସମୟ ରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା !  ଗର୍ଭ ଯନ୍ତ୍ରଣା ହୋଇଥିଲେ ସୁଦ୍ଧା ଡାକ୍ତର ଦେଖିନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ପରିବାର ଲୋକେ।ରାତ୍ରି ରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାତି ରେ ଡାକ୍ତର ଚିକିତ୍ସା ହୋଇପାରିବ ନାହିଁ କହି ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନନରିତ କରିଥିଲେ । ପରେ ସ୍ୱାସ୍ଥ୍ୟବସ୍ତା ଅତିଗୁରୁତର ହେଇ ଜିଲ୍ଲା ଚିକିତ୍ସାଳୟ ରେ ରୋଗୀ ର ମୃତ୍ୟୁବରଣ ହୋଇଥିଲା । ଏହି ଘଟଣା କୁ ନେଇ ଧର୍ମଗଡ ଡାକ୍ତର ଖାନା ନିକଟରେ ଶବ ରଖି ଜାତୀୟ ରାଜପଥ ୧୩୦ସି କୁ ଅବରୋଧ କରିଛନ୍ତି l

ଏନେଇ ଧର୍ମଗଡ ସରକାରୀ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପାଣିଗ୍ରାହୀ ଙ୍କୁ ପଚାରିବାରୁ ଚିକିତ୍ସା ରେ ଅବହେଳା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଉକ୍ତ ଆଶା ଦିଦିଙ୍କ ଡେଲିଭରି ତାରିଖ ୨୧ ଫେବୃଆରୀ ରେ ଥିଲା କିନ୍ତୁ ସେ କାଲି ଧର୍ମଗଡ କୁ ଆସିଥିଲେ ଏବଂ ସେ ସ୍ୱଇଚ୍ଛାରେ ଭବାନୀପାଟଣା ଯିବାକୁ ଚାହିଁଲେଏବଂ ରାତ୍ରିଭି୧ଘଣ୍ଟା ୩୦ ମିନିଟ ସମୟରେ ରେଫର କରାଗଲା ସେଠାରେ୪ଘଣ୍ଟା ୩୦ ମିନିଟ ସମୟରେ ତାର ମୃତ୍ୟୁ ଘଟିଥିବାରୁ ଭବାନୀ ପାଟଣା ସରକାରୀ ଚିକିତ୍ସା ଲୟରେ କଣ ଘଟିଛି ତାହା ସେମାନେ କହିପାରିବେ ବୋଲି ଡାକ୍ତର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ତଦନ୍ତ ଦାବି କରି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ୱରେ ରାସ୍ତା ରୋକ କରାଯାଇ ଥିଲା।ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ଓ ଡ଼ିଏସପି ଧିରଜ ଚୋପଦାର ଆନ୍ଦୋଳନ କାରୀ ଙ୍କୁ ବୁଝାବୁଝି କରି ରେଡ଼ କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆ ଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ,ପୋଲିସ ତଦନ୍ତ ଜାରି

Sunil Chandra Nayak

ଧର୍ମକବି ସୁଧୀର ପଣ୍ଡା ଙ୍କ କବିତା ଧର୍ମ ସମନ୍ଧ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort