ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅକ୍ଟୋବର ୩୧ରୁ ଭୁବନେଶ୍ବର-ଜୟପୁର ମଧ୍ୟରେ ଉଡିବ ବିମାନ, ଆରମ୍ଭ ହେଲା ଟିକେଟ ବିକ୍ରି

ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ନେଇ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଲାଇସେନ୍ସ ପ୍ରଦାନ କରିଥିଲା। ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡିବା ପାଇଁ ବିଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। ତେବେ ଶୁକ୍ରବାର ରାତିରେ ଅଚାନକ ଭାବେ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟୁଇଟ୍ କରି ଅକ୍ଟୋବର ୩୧ତାରିଖରୁ ଭୁବନେଶ୍ବର-ଜୟପୁରକୁ ବିମାନ ଚଳାଚଳ କରିବାକୁ ସୂଚନା ଦିଆଯାଇଛି।

ଏହାସହିତ ଭୁବନେଶ୍ବର-ଜୟପୁର ବିମାନ ଯାତ୍ରା ପାଇଁ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଛି। ଏହା ପରେ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁର ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍ କୁ ଯାଇ ଭୁବନେଶ୍ବରରୁ ଜୟପୁର ଆସିବା ପାଇଁ ଅନଲାଇନ୍ ଟିକେଟ ବି କାଟିଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ୍ ଭାବେ ଟିକେଟର ମୂଲ୍ୟ ୯୯୯ଟଙ୍କା ରଖାଯାଇଛି। ତେବେ ରାଜ୍ୟର ବହୁ ପ୍ରତୀକ୍ଷିତ ଜୟପୁରରୁ ଭୁବନେଶ୍ବର ବିମାନ ଉଡିବା ସ୍ବପ୍ନ ଶେଷରେ ସଫଳ ହୋଇଛି। ଗତ କିଛି ଦିନ ହେବ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଇବା ପାଇଁ ବିଡ୍ ପାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ନିୟମିତ ଭାବେ ସବୁ ରକମର ପାଗରେ ଜୟପୁର, ଭୁବନେଶ୍ବର ଓ ବିଶାଖାପାଟଣା ବିମାନବନ୍ଦରରେ କିଭଳି ବିମାନ ଓହ୍ଲାଇବା, ଉପରକୁ ଉଠିବା ଏବଂ ଉଡାଇବା ଅଭ୍ୟାସ ଉଡାଣ ଜାରି ରଖିଥିଲା। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜେଭିସିସିଇ କମ୍ପ୍ୟୁଟର କେନ୍ଦ୍ରର ଗଣେଶ ପୂଜାରେ ଯୋଗଦେଲେ ବିଧାୟକ

Sunil Chandra Nayak

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Sunil Chandra Nayak

ସ୍ମାର୍ଟ ଶ୍ରେଣୀ ଗୃହର ଶୁଭ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort