ଛାଇ
_____
_ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
॥ ଟିକେ ଛାଇ…
ଜୀବନ କୁ କୋଳେଇ ନେବା ର ପ୍ରୟାସ ….॥
୨୩) ଆଜି ର ମଣିଷ ନିଜ ର ଗାରିମା
କହେ ଯୋଡ଼ି ଫନ୍ଦି ଫିକର
ଆଜି ନ ହେଲେ ବି ଜଣା ପଡ଼ି ଯିବ
ଅସଲ ପରିଚୟ ତମର ।
୨୪)ଯଉବନ ଧନ ଆଇସ୍କ୍ରିମ୍ ପରି
ଏଇ ଅଛି ଏଇ ନାଇଁ
ଏଇ ଦୁଇଟି ସତ୍ତା ଅଳୀକ ଅସ୍ଥାୟୀ
କେବେ ତ ରହିବ ନାଇଁ॥
________
କୋଲନରା,ରାୟଗଡ଼ା ଜିଲ୍ଲା