ଭବାନୀପାଟଣା: ମ.ନୀ.ସ:- ଏହି କେତେ ଦିନ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ କରୋନା ଦିନକୁଦିନ ସଂକ୍ରମଣ କରିଚାଲିଛି। ଆଜି ସଂନ୍ଧ୍ୟା ୫ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ୧୬୧ ଜଣ କରୋନା ରୋଗୀଙ୍କୁ ଚିହ୍ନଟ ହୋଇଛି, ସେହିପରି ଗତ କାଲି ସଂନ୍ଧ୍ୟାରେ ପୁଣି ୧୦ ଜଣଙ୍କର ପୋଜିଟିବ୍ ରିପୋର୍ଟ ମିଳିଥିଲା। ଏହିପରି ଭାଵରେ ଜିଲ୍ଲାରେ ୨୬୭୫୧ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଜିଲ୍ଲାରେ ଆଜି ପୁଣି କରୋନା ୧୩୯୯ ଜଣ ରୋଗୀଙ୍କର ପୋଜିଟିବ୍ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୫୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ନିଜ ନିଜ ଘରକୁ ଯାଇଥିବା ସୂଚନାରୁ ଜଣାପଡିଛି।
previous post