ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ମାଣଧୀନ କେନାଲ ପାଣିରେ ୪୦ଏକର ଜଳମଗ୍ନ

ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଉପର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ଦକ୍ଷିଣ କେନାଲରନିଷ୍କାସିତ କେନାଲ ପାଣିରେ ପ୍ରାୟ ୪୦ ଏକର ଚାଷଜମି ଜଳମଗ୍ନ ହୋଇ ଚାଷୀଙ୍କ ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି ।ଚାଷ ନଷ୍ଟ ଯୋଗୁଁ ଏବେ ଚିନ୍ତାରେ ଚାଷୀ।ତେବେ ଏ ନେଇ ଅସନ୍ତୋଷ ଚାଷୀ ଠିକା ସଂସ୍ଥା କୁ ଘେରିଛନ୍ତି।

ସୂଚନା ଅନୁଯାୟୀ, ଜୟପାଟଣା ବ୍ଳକ ମୁଖୀଗୁଡା ଉପର ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପ ଦକ୍ଷିଣ ୧୪୮ କୋଟି ଟଙ୍କା ବ୍ୟୟ ଅଟକଳ ରେ ଶୂନ କିମି ରୁ ୪୧ କିମି ପର୍ଯ୍ୟନ୍ତ ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଛି। ଗତ ୬ ଜାନୁଆରୀରେ ବାମ କେନାଲ ରେ ରବି ଚାଷ ପାଇଁ ଜଳ ଯୋଗାଣ ଆରମ୍ଭ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଯୋଗୁଁ ଦକ୍ଷିଣ କେନାଲ ରେ ଜଳ ଯୋଗାଣ ବନ୍ଦ କରାଯାଇଛି।ତେବେ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ନିଜ ଚାଷ ଜମି ରେ ଡାଲି ଜାତୀୟ ଫସଲ କରିଛନ୍ତି।ଖରିଫ ଧାନ ଫସଲ ଅମଳ ପରେ ମୁଗ, ବିରି, ଚଣା, ଅଳସି, କୋଲଥ, ନାକଚଣା ଭଳି ଅନେକ ପ୍ରକାରର ଡାଲି ଜାତୀୟ ଫସଲ ହୋଇଛି। ତେବେ ଗତ ଗୁରୁବାର ଦିନ ନିର୍ମାଣଧୀନ କେନାଲ ରୁ ଜଳ ନିଷ୍କାସନ କରାଯାଇଛି।ଯାହାଫଳରେ ତଳ ମୁଣ୍ଡରେ ଥିବା ଘେନୁଗୁଡା ଓ କୁରିଗୁମା ଗ୍ରାମର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଚାଷୀ ମାନଙ୍କ ୪୦ ଏକର ଚାଷ ଜମି ରେ ଜଳ ପ୍ରବାହିତ ହୋଇ ଚାଷ ପ୍ରଭାବିତ ହୋଇଛି।ଡାଲି ଜାତୀୟ ଫସଲରେ ପାଣି ମାଡିଯିବାରୁ ଚାଷ ନଷ୍ଟ ହୋଇଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି।ଏ ନେଇ ଆଜି ନିର୍ମାଣ କାର୍ଯ୍ୟ ସ୍ଥାନକୁ ଚାଷୀମାନେ ଆସି କ୍ଷତିପୂରଣ ଦାବି କରିଥିଲେ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ଡି ରୁ ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

ରାସ୍ତା ଉପରେ ଜମୁଛି ବର୍ଷା ପାଣି

Sunil Chandra Nayak

୮୦୪ ‌କୋଟି ଦେଲେ ରାଜ୍ୟ ସରକାର – ୪୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା।

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort