ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପାଇଁ ପ୍ରାର୍ଥୀ ପତ୍ର ଦାଲଖର ତନଖି ପରେ ୪୨୩ ଜଣ ପ୍ରାର୍ଥୀ ନାକଚ ହୋଇଛନ୍ତି

ଭବାନୀପାଟଣା: ମି.ନି.ସ:- କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ଚଳିତବର୍ଷ ପଞ୍ଚାୟତ ନିର୍ବାଚନ ହେବାକୁଥିବା ପ୍ରାର୍ଥୀ ପତ୍ର ଦାଖଲ ସର୍ବମୋଟ ୮୮୮୮ ଜଣଙ୍କର ହୋଇଥିଲା,ଗତ ୨୨/୧/୨୦୨୨ ତାରଖରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ଏହି ଯାଞ୍ଚ ପ୍ରକ୍ରିୟା ସମୟରେ ୮୮୮୮ ଜଣ ପ୍ରାର୍ଥୀ ମାନଙ୍କ ମଧ୍ୟରୁ ୪୨୩ ଜଣ ପ୍ରାର୍ଥୀ ଏଥିରୁ  ନାକଚ ହୋଇ   ଥିବା ଜଣାପଡିଛି। ବର୍ତ୍ତମାନ ୮୪୬୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ସ୍ଥିର ହୋଇଅଛି। ସେଅନୁସାରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକର ପ୍ରାର୍ଥ ମାନେ ନିଜ ସ୍ଥାନରେ ଭୋଟ ପ୍ରଚାର କରିବେ ବୋଲି ସୂଚନା ଅନୁଯାୟୀ ଜଣାପଡିଛି। ବିଭିନ୍ନ ବ୍ଳକର ପ୍ରାର୍ଥୀଙ୍କର ତାଲିକା ଅନୁସାରେ ଲଢିବା ଓ୍ବାର୍ଡମେମ୍ବର ପ୍ରାର୍ଥ ହେଲେ ୫୪୩୯,ସରପଞ୍ଚ ପ୍ରାର୍ଥୀ ୧୫୧୧, ସମିତି ସଭ୍ଯ ପ୍ରାର୍ଥୀ ୧୩୫୯, ଥିବାବେଳେ ଜିଲ୍ଳାପରିଷଦ ପ୍ରାର୍ଥୀ ୧୫୬ ଜଣ ଅଛନ୍ତି। ତ୍ରିମୂଖି ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରତ୍ୟେକ ପ୍ରାର୍ଥୀ ଭୋଟରଙ୍କ ପାଖକୁ ଭୋଟ ଭିକ୍ଷା କରିବା ସମୟ ଏବେ ଉପସ୍ଥିତ ହେବାକୁ ଯାଉଛି।ନିର୍ବାଚନ ର ଶେଷ ପର୍ଯ୍ୟାୟରେ କାହା କାହାର ମଧ୍ୟରେ ବିଜୟ ହାସଲ ହେବ ତାହା ଏବେ ଦେଖିବାର ବାକି ରହିଲା।

Related posts

ଭୋଜପୁର ଧାନ ମଣ୍ଡି ରେ ଠିକ ସମୟରେ ଚାଷୀ ଙ୍କ ଧାନ ବିକ୍ରି ହେଉନଥିବା ଅଭିଯୋଗ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ନିରୁପମା ପାଣି  ଙ୍କ ଗଳ୍ପ ପୁଣ୍ୟବନ୍ତ ମଣିଷ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort