ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଆଜାଦ ଚୌକ ଠାରେ ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଆଜାଦ ହିନ୍ଦ ଫୋଜ ର ପ୍ରତିଷ୍ଠାତାଙ୍କ ବ୍ରୋଞ୍ଚ ମୂର୍ତ୍ତିରେ ଅତିଥିମାନେ ମାଲ୍ୟଆର୍ପଣ କରିଛନ୍ତି। ମତେ ରକ୍ତ ଦିଅ ମୁ ଆଜାଦି ଦେବୀ ବୋଲି ଉକ୍ତିଙ୍କୁ ମନେପକାଇଥିଲେ। ଆଜିର ଏହି ସଭାରର ଡ଼ଃ.ସିଦ୍ଧର୍ଥ ଶଙ୍କର ମହାପାତ୍ର,ସଭାପତି ଦ୍ରୁବା ରଞ୍ଜନ ଖମାରୀ, ଅଜୟ ସେବକ,ନୌସାଦ ଅହମ୍ମଦ ଖାନ ,ଗୁଲମିର ମହମ୍ମଦ, ତପନ ,ଅବଙ୍ଗ ସହ ବହୁ ଯୁବକ ଯୋଗ ଦେଇଥିଲେ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
next post