ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିଜିଟାଲ ପ୍ରଚାର ସୁବିଧା ନାହିଁ ଅଡୁଆରେ ପ୍ରାର୍ଥୀ

ଥୁଆମୂଳ ରାମପୁର:ମ.ନି.ସ:- ଚଳିତ ବର୍ଷର ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତ ୧୭ ତାରିଖ ଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ କୋଭିଡ୍ -୧୯ର ତୃତୀୟ ଲହରକୁ ଆଖିଆଗରେ ରଖି ଓଡିଶା ନିର୍ବାଚନ କମିଶନ ନୂଆ ନିୟମ ଜାରି କରିଛନ୍ତି। ଯାହାକି ସଭା, ଶୋଭାଯାତ୍ରା ଭଳି କେତେକ କାର୍ଯ୍ଯକ୍ରମ କୁ ବାରଣ କରାଯାଇଛି। ପ୍ରାର୍ଥୀ ମାନେ କେବଳ ୫ ଜଣଙ୍କୁ ନେଇ ଘରକୁ ଘର ଭୋଟ ପ୍ରଚାର କରିପାରିବେ ସେ ନେଇ ନିର୍ଦ୍ଦେଶ ରହିଅଛି। କେବଳ ପ୍ରାର୍ଥୀ ଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ପଚାର କରିବାକୁ ପ୍ରାଧାନ୍ୟ ଦିଆଯାଇଛି। ଯଥା ହ୍ଵାଟ୍ସଆପ୍,ଫେସବୁକ୍,ୟୁ-ଟ୍ଯୁବ୍,ଟ୍ବିଟର,ଇନଷ୍ଟାଗ୍ରାମ, ଟେଲିଗ୍ରାମ ଭଳି ସାମାଜିକ ଗଣମାଧ୍ୟମକୁ ଏହି ଥର ପ୍ରଚାର ମାଧ୍ୟମ ବାଛିବାକୁ ନିର୍ବାଚନ କମିଶନର ଏକ ପ୍ରକାର ଇଙ୍ଗିତ କରିଛନ୍ତି। ତେବେ ଏହି ସବୁ ସୁବିଧା ପ୍ରାର୍ଥୀ ପାଇବେ କେଉଁଠୁ, ତାହାହିଁ ଦୁଃଖ ଓ ପରିତାପର ବିଷୟ ହୋଇଛି। କଳାହାଣ୍ଡିରେ ଆଜି ବି ଡିଜିଟାଲ ମାଧ୍ୟମରେ ପ୍ରଚାର ପାଇଁ ଭିତ୍ତିଭୂମି ସୁବିଧା ହୋଇପାରିଲା ନାହିଁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ପାହାଡ ପର୍ବତ ଅଞ୍ଚଳରେ ଡିଜିଟାଲ ପ୍ରଚାର ପ୍ରାର୍ଥୀ ଙ୍କ ପାଇଁ ମୁଣ୍ତବ୍ଯଥାର କାରଣ ପାଲଟିଛି। ପ୍ରାର୍ଥୀ ମାନେ ଜନସାଧାରଣ ଙ୍କ ପାଖକୁ ପହଁରିବାକୁ କେତେ କଷ୍ଟକର ହୋଇପଡିବ। ଏହାର କାରଣ ହେଲା ମୂଖ୍ଯାଳୟ ଥୁଆମୂଳ ରାମପୁର ବ୍ଳକର ଅନେକ ଦୂରରେ ଦୁର୍ଗମ ଅଞ୍ଚଳରେ କେତେ ଗ୍ରାମପଞ୍ଚାୟତ ରହିଅଛି। ସେହି ଦୁର୍ଗମ ଅଞ୍ଚଳରେ ଥିବା କେତେକ ଗ୍ରାମପଞ୍ଚାୟତ ମାନଙ୍କରେ ଆଜିବି ମୋବାଇଲ ତଥା ଇଣ୍ଟରନେଟ୍ ଭଳି ସୁବିଧା ଉପଲବ୍ଧ ହୋଇପାରି ନାହିଁ,ଯାହାବି ସୁବିଧା ହୋଇଛି ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ। କେତେକ ଗ୍ରାମପଞ୍ଚାୟତ ମାନଙ୍କରେ ଆଂଶିକ ଭାବରେ ମୋବାଇଲ ଶେବା ରହିଅଛି। ବ୍ଳକର ୨୪ ଗୋଟି ଗ୍ରାମପଞ୍ଚାୟତ ମୁଖ୍ଯାଳୟ ଠାରେ ପ୍ରାୟ ଅନେକ ଦୂରରେ ରହିଅଛି। ଯାହାକି ଅନେକ ପାହାଡ ପର୍ବତ ଘେରରେ ରହିଅଛି। ଏହି ଅଞ୍ଚଳରେ ବାସକରୁଥିବା ଜନସାଧାରଣ ଯେଉଁ ଅସୁବିଧା ଭୋଗୁଛନ୍ତି ତାହା ସେମାନେ ହିଁ ହୃଦୟଙ୍ଗମ କରୁଛନ୍ତି। ଦେଶ ସ୍ବାଧୀନତାର ୭ ଦଶନ୍ଧି ବିତିଯାଇଛି।ତଥାପି ଥୁଆମୂଳ ରାମପୁର ବ୍ଳକର ଅବସ୍ଥାରେ ଉନ୍ନତି ହୋଇପାରିଲା ନାହିଁ। ଦୁର୍ଗମ ଅଞ୍ଚଳରେ ମୋବାଇଲ ସେବା ଠାରୁ ଅନେକ ସମସ୍ୟା ରହିଥଲେ ମଧ୍ୟ କୌଣସି ପ୍ରକାରରେ ସମାଧାନ ହୋଇପାରିଲା ନାହିଁ। ସମସ୍ୟା ଅନେକ ସମାଧାନର ବାଟ ଫିଟିପାରୁ ନାହିଁ, ଥୁଆମୂଳ ରାମପୁର ବ୍ଳକରେ ଥିବା ଦୁର୍ଗମ ଅଞ୍ଚଳ ପିଲାଙ୍କ ଅନଲାଇନ ପାଠ ପଢିବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ଯରେ ବାଧା ପ୍ରାପ୍ତ ହେଉଅଛି। ଏବେ ପ୍ରାର୍ଥୀ ଙ୍କ ପାଇଁ ନିଜ ନିଜ ଅଞ୍ଚଳରେ ଡିଜିଟାଲ ଭୋଟ ପ୍ରଚାର ଏକ ପ୍ରକାର ସମସ୍ୟା ସୃଷ୍ଟି କରିବ ବୋଲି ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଥିବା ଜଣାପଡିଛି। ବଲଭଦ୍ର ବାଗ ଙ୍କ ରିପୋର୍ଟ

Related posts

କାମାକ୍ଷାନଗର ନିର୍ବାଚନମଣ୍ଡଳୀ ରେ ଆପ୍ ର କାର୍ଯ୍ୟକର୍ତ୍ତା ସମ୍ମିଳନୀ 

Sunil Chandra Nayak

ଅଜିତ ଦାଶ ଙ୍କ କବିତା ମୟୂରୀ

Sunil Chandra Nayak

ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ଗଠନ ହେଲା ବିଦ୍ୟୁତ ଉପଭୋକ୍ତା ମହାସଂଘ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort