Uncategorized by Sunil Chandra NayakJanuary 24, 20220147 Share1 ଛାଇ ____ ॥ ଟିକେ ଛାଇ… ଜୀବନ କୁ କୋଳେଇ ନେବା ର ପ୍ରୟାସ…॥ ୨୫) କୁ-ସଂଗ ରେ ପଡ଼ି ଗଲେ ହୋଇ ଥାଏ ସର୍ବନାଶ ମିଥ୍ୟା ମୋହ ମାୟା ଘାରେ ସବୁ ଭଲ ଲାଗେ ବିଷ । ୨୬ ) ବୁଦ୍ଧି ଅଛି ଯାହାର ବଳ ଅଛି ତାହାର ବୁଦ୍ଧି ବଳେ ଠେକୁଆ ପ୍ରାଣ ନେଲା ସିଂହ ର । _________ କୋଲନରା,ରାୟଗଡ଼ା ଜିଲ୍ଲା