ନୂଆପଡା : ଗାୟତ୍ରୀ ଶକ୍ତିପୀଠ ଚଳାନପଡ଼ା ଠାରେ ଏକ ଆଦର୍ଶ ବିବାହ ସମ୍ପନ୍ନ ହୋଇଯାଇ ଅଛି l ନୁଆପଡ଼l ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ରୋକାଲ ଗ୍ରାମର ଶ୍ରୀଯୁକ୍ତ ବଲମତ ଶବର ଙ୍କ ପୁତ୍ର ଲିଙ୍ଗରାଜ ଶବର ଙ୍କ ସହିତ ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁଳିଗାଁ ର ବିକ୍ରମ ଶବର ଙ୍କ ଝିଅ ଭାନୁମତି ଶବର ଙ୍କ ସହିତ ସମ୍ପନ୍ନ ହୋଇଛି,ଉକ୍ତ କାର୍ଯ୍ୟକ୍ରମ କୁ ଶକ୍ତିପୀଠ ପରିବ୍ରାଯକ ଦୟାନିଧି ବାରିକ,ତ୍ରିଲୋଚନ ବିଶି,ସନାତନ ଶବର ପରିଚlଲନା କରିଥିବାବେଳେ ମେନେଜିଙ୍ଗ ଟ୍ରଷ୍ଟି କେତନ ସିଂହ ବାରିକ,ବ୍ୟବସ୍ଥାପକ ସୁକୁରାମ ବାରିକ,ପରମାନନ୍ଦ ରାଉତରାୟ,ଭୁବନ ରାଉତରାୟ,ଗୀତାଞ୍ଜଳି ବାରିକ,କୁମଞ୍ଜଳି ବାରିକ, ମିନୁକୁମାରୀ ରାଉତରାୟ,ସଂଯୁକ୍ତା ଚଲାନ,ପଦ୍ମାଳୟା ଚଲାନ,ଢ଼ୋଲେଶ୍ଵରୀ ରାଉତରାୟ,ରିଙ୍କି ଚଲାନ ସହିତ ବହୁତ ପରିଜନ ଉପସ୍ଥିତ ରହି ସହଯୋଗ କରିଥିଲେ l ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post