ଭବାନୀପାଟଣା: ମ.ନୀ.ସ:-ଆଜି ସଂନ୍ଧ୍ୟା ୫ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୨୧ ଜଣ କରୋନା ପୋଜିଟିବ୍ ଚିହ୍ନଟ ହୋଇଥିବା ଜଣାପଡିଛି। ସେହିପରି ଗତ ରାତିରେ ପୁଣି ୭ ଜଣଙ୍କ ପୋଜିଟିବ୍ ରହିଥିବା ବେଳେ ଜିଲ୍ଲାରେ ୨୭୦୭୦ କରୋନା ରୋଗୀଙ୍କୁ ଚିହ୍ନଟ ହୋଇଛନ୍ତି।ବର୍ତ୍ତମାନ ଜିଲ୍ଲାରେ ପୋଜିଟିବ୍ ସଂଖ୍ୟା ୧୩୫୪ ରହିଥିଲା। ଆଜି ପୁଣି ୧୮୫ ଜଣ ରୋଗୀ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିବା ଜଣାପଡିଛି